Categories: Video

We are careful despite lockdown relaxations | ନିୟମ କୋହଳ- “ଆମେ ସତର୍କ ଅଛୁ”

କୋଭିଡ-୧୯ ପାଇଁ ସାରା ଦେଶରେ ଆଜିଠୁ ଅନଲକ-୪ ନିୟମାବଳୀ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯାହା ଆଜିଠାରୁ ଲାଗୁ ହୋଇଛି । ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ୩୦ଯାଏ ଲକଡାଉନ ରହିବ । ପୂର୍ବରୁ ରାଜ୍ୟରେ ଲାଗୁ ହୋଇଥିବା ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ଶଟଡାଉନ ହଟାଇ ଦେଇଛନ୍ତି । ତେବେ ଏହାକୁ ନେଇ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ କଣ ସବୁ ପ୍ରତିକ୍ରିୟା ରହିଛି ଚାଲନ୍ତୁ ଜାଣିବ। ।