କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ, ସପ୍ତାହକ ମଧ୍ୟରେ…

ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ। ଏଥିପାଇଁ ଅନେକ କାରଣ ଦାୟୀ ହୋଇପାରେ। ତଥାପି ବିଶେଷଜ୍ଞମାନେ ସ୍ବାସ୍ଥ୍ୟକର ଖାଦ୍ୟପେୟ, ସ୍ବାସ୍ଥ୍ୟକର ଜୀବନଶୈଳୀ, ବ୍ୟସ୍ତବହୁଳ ଜୀବନରେ ବଢ଼ୁଥିବା ଚାପ ଏବଂ ବଢ଼ୁଥିବା ପ୍ରଦୂଷଣକୁ କେଶ ଝଡ଼ିବାର ମୁଖ୍ୟ କାରଣ ବୋଲି ବିବେଚନା କରନ୍ତି। ତଥାପି ଏହା ଆଶ୍ୱସ୍ତିର କଥା ଯେ, ଯଦି ସମୟ ମଧ୍ୟରେ କେଶ ଝଡ଼ିବାର ସମସ୍ୟାର ଯତ୍ନ ନିଆଯାଏ, ତେବେ କିଛି ସରଳ ଟିପ୍ସ ଗ୍ରହଣ କରି ଏହାକୁ ହ୍ରାସ କରାଯାଇପାରିବ। ଆମ ଚାରିପାଖରେ ଏପରି ଅନେକ ପ୍ରାକୃତିକ ଜିନିଷ ଅଛି, ଯାହା କେବଳ କେଶକୁ ମୂଳରୁ ପୋଷଣ ଦେଇଥାଏ ଏବଂ ଝଡ଼ିବାକୁ ରୋକିଥାଏ। ଦୁର୍ବଳ କେଶକୁ ନୂଆ ଜୀବନ ଦେବାରେ ମଧ୍ୟ ସାହାଯ୍ୟ କରିଥାଏ। କିଛି ଜିନିଷ ମଧ୍ୟରୁ ପିଆଜ ହେଉଛି ଅନ୍ୟତମ।

ଅନେକ ଗବେଷଣାର ଫଳାଫଳରୁ ଜଣାପଡିଛି ଯେ, ପିଆଜ ଚୋପା ଆପଣଙ୍କ କେଶ ପାଇଁ ବହୁତ ଲାଭଦାୟକ ହୋଇପାରେ। ଏଥିରେ ଭିଟାମିନ ବି, ସି, ଇ, ଜିଙ୍କ୍‌, ପୋଟାସିୟମ ଏବଂ ଫଲିକ୍‌ ଏସିଡ ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଛି, ଯାହା କେଶକୁ ପୋଷଣ ଦେଇ ଏହାକୁ ମଜଭୁତ ଏବଂ ଘନ କରିଥାଏ। ଏସବୁ ବ୍ୟତୀତ ପିଆଜରେ ଥିବା ସଲଫର କେଶ ମୂଳକୁ ମଜଭୁତ କରେ ଏବଂ କେଶ ବୃଦ୍ଧିରେ ସାହାଯ୍ୟ କରେ।

ଯଦି ଆପଣ କେଶ ଝଡ଼ିବା ସମସ୍ୟାରେ ଚିନ୍ତିତ, ତେବେ ଆପଣ ଆପଣଙ୍କର କେଶ ଯତ୍ନ ରୁଟିନରେ ପିଆଜକୁ ସାମିଲ କରିପାରିବେ। ଏଥିପାଇଁ ଏକ ସହଜ ଏବଂ ପ୍ରଭାବଶାଳୀ ପିଆଜ କେଶ ମାସ୍କ ତିଆରି ପଦ୍ଧତି ସମ୍ପର୍କରେ ଜଣାଉଛୁ…
ମହୁ ଏବଂ ପିଆଜ କେଶ ମାସ୍କ:
କେଶ ଝଡ଼ିବା ସମସ୍ୟା କମ କରିବା ପାଇଁ, ଆପଣ ପିଆଜ ଏବଂ ମହୁ ସହିତ ଏକ ମାସ୍କ ପ୍ରସ୍ତୁତ କରିପାରିବେ। ଏହି ମାସ୍କ କେଶକୁ ମଇଶ୍ଚରାଇଜ କରେ ଏବଂ ମୁଣ୍ଡକୁ ସୁସ୍ଥ କରିଥାଏ।

କିପରି ତିଆରି କରିବେ?
ଏଥିପାଇଁ ଅଧା କପ୍‌ ପିଆଜ ରସ ନିଅନ୍ତୁ। ଏଥିରେ ୧ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡ ଏବଂ କେଶର ଲମ୍ବରେ ଲଗାନ୍ତୁ। ଏହାକୁ ୧୫ ମିନିଟ୍‌ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ଏହାକୁ ହାଲୁକା ସାମ୍ପୁ ସାହାଯ୍ୟରେ ଧୋଇ ଦିଅନ୍ତୁ।
ସପ୍ତାହରେ ଥରେ ଏହି ମାସ୍କ ବ୍ୟବହାର କରି ଆପଣ ଉପକୃତ ହୋଇପାରିବେ। ଏହି ମାସ୍କକୁ ସପ୍ତାହକୁ ୨ଥର ଲଗାଇ ଚମତ୍କାରିତା ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri