୩୪.୬ ଲକ୍ଷ ଗ୍ରାହକ ହରାଇଲେ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୩୦।୬ : ଚଳିତ ବର୍ଷ ଫେବୃୟାରୀରେ ଭୋଡାଫୋନ ଆଇଡିଆ ୩୪.୬୭ ଲକ୍ଷ ଗ୍ରାହକ ହରାଇଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓ ୬୨.୫୭ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ରିପୋର୍ଟରୁ ଜଣାପଡିଛି। ଓ୍ବେରଲେସ୍‌ ସବ୍‌ସ୍କ୍ରାଇବର ଯୋଡିବାରେ ଏହି କମ୍ପାନୀ ଆଗୁଆ ରହିଛି। ବର୍ତ୍ତମାନ ୩୮.୨୮ କୋଟି ଗ୍ରାହକ ଏହା ସହ ଯୋଡି ହୋଇଛନ୍ତି। ସେହିଭଳି ଭାରତୀ ଏୟାରଟେଲ ଫେବୃୟାରୀରେ ୯.୨ ଲକ୍ଷ ଗ୍ରାହକ ଯୋଡିଛି। ଏହି କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୩୨.୯୦ କୋଟି ରହିଛି। ଏହି ସମୟରେ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ୪.୩୨ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଜଣାପଡିଛି।


All Right Reserved By Dharitri.Com

କୋଭିଡ୍‌ ଲାଗି ଆଖିଦୃଶିଆ ନୁହେଁ ସରକାରୀ ସହାୟତା

ନୂଆଦିଲ୍ଲୀ,୩୦ ।୪: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଘରୋଇ...

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।...

୧୧ରୁ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର

ଭୁବନେଶ୍ୱର,୫-୧୦: ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର ଚଳିତ ମାସ ୧୧ରୁ ୨୧ ଯାଏ ସ୍ଥାନୀୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ୨୫ ରାଜ୍ୟ ଏବଂ ୧୦...

ଡିସେମ୍ବର ୧୦ରେ ବ୍ୟାଙ୍କ ମିଶ୍ରଣ ବିରୋଧରେ ଧର୍ମଘଟ

ନୂଆଦିଲ୍ଲୀ,୨୨-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଡିସେମ୍ବର ୧୦ରେ ପାର୍ଲାମେଣ୍ଟ ସାମ୍ନାରେ ଧାରଣା ଦେବେ। ସରକାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ...

ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ...

ସବୁ ସେକ୍ଟରକୁ ପ୍ୟାକେଜ ଦେବେ ସରକାର

ନୂଆଦିଲ୍ଲୀ,୮।୫: କୋଭିଡ୍‌-୧୯ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବର୍ତ୍ତମାନ ବିଚାର ହେଉଥିବା ବେଳେ ଶୀଘ୍ର ଘୋଷଣା...

ପେଟ୍ରୋଲ ଦର ୮୦ ଟପିଲା

ଭୁବନେଶ୍ୱର,୨୨।୬: ସୋମବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୩ ପଇସା ଏବଂ ଡିଜେଲ ୫୮ ପଇସା ବୃଦ୍ଧି ଫଳରେ ଓଡିଶାରେ ପେଟ୍ରୋଲ ଦର ୮୦...

ଦେଶରେ ଦରମା ସମସ୍ୟା ରହିଛି: ପାଇ

ବେଙ୍ଗାଲୁରୁ,୧୭-୬: ଭାରତରେ ନିଯୁକ୍ତିର ସମସ୍ୟା ନାହିଁ, ବରଂ ଦରମା ସମସ୍ୟା ରହିଛି ବୋଲି ଇନ୍‌ଫୋସିସ୍‌ର ପୂର୍ବତନ ସିଏଫଓ ତଥା ଶୀର୍ଷ ନିବେଶକ ଟି.ଭି.ମୋହନଦାସ ପାଇ କହିଛନ୍ତି।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *