ବ୍ରହ୍ମପୁରରେ ଚାଞ୍ଚଲ୍ୟ: ୨ ଭାଜପା କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର,୭।୨: ବ୍ରହ୍ମପୁରରେ ଚାଞ୍ଜଲ୍ୟ। ପୂର୍ବ ଶତ୍ରୁତାରୁ ୨ ଭାଜପା କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି କିଛି ଜେଲ ଫେରନ୍ତା। ଗୋଳନ୍ଥରା ଥାନା ଅଞ୍ଚଳରେ ଏପରି ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଗାଁରେ ପଶି ଖଣ୍ଡାଧରି ଆତଙ୍କ ଖେଳାଇବା ସହ ଆକ୍ରମଣ କରିଛନ୍ତି ଏହି ଦୂବୃତ୍ତ। ଏହି ମରାଣାତ୍ମକ ଆକ୍ରମଣରେ ୨ଭାଜପା କର୍ମୀଙ୍କ ସହ ଅନ୍ୟ ୨ ଆହତ ହୋଇଛନ୍ତି। ୪ ଯୁବକ ବାଇକରେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Share