୫ ବିଧାୟକଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ: ଏ ତାଲିକାରେ ଅଛନ୍ତି ସୋଫିଆ ର୍ଫିଦ୍ଦୋଷ

ଭୁବନେଶ୍ୱର,୧୯।୯: ୫ କଂଗ୍ରେସ ବିଧାୟକଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ। ସେମାନେ ହେଲେ ରାମଚନ୍ଦ୍ର କାଡ଼ାମ, ତାରା ବାହିନୀପତି, ସୋଫିଆ ର୍ଫିଦ୍ଦୋଷଙ୍କ ନାଁରେ ନୋଟିସ।
ଅନ୍ୟପକ୍ଷେ ଅଶୋକ ଦାସ ଓ ସି. ଏସ ରାଜନ ଏକ୍କାଙ୍କ ବିରୋଧରେ ବି ନୋଟିସ ଆସିଛି। ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡା ସ୍ବାଧିକାର ଭଙ୍ଗ ନୋଟିସ ଆଣଛନ୍ତି। ଅନାସ୍ଥା ନୋଟିସ ପୂର୍ବରୁ ମିଡିଆକୁ ସୂଚନା ଦେଇଥିବାରୁ ସ୍ବାଧିକାର ଭଙ୍ଗ ନୋଟିସ ଆସିଛି।