ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ। ଯିଏ ଖୁବ୍‌ ଚର୍ଚ୍ଚାରେ ଥିଲେ ବହୁ ସଂଘର୍ଷ ପରେ ସେ ଏବେ ଜଣେ ଭଲ ସମାଜସେବୀର ଆଖ୍ୟା ପାଇଛନ୍ତି। ନୂଆ ଲୁକ୍‌ରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ବିବାହକୁ ନେଇ ସେ କହିଛନ୍ତି। ମୋତେ ସମସ୍ତେ କହୁଛନ୍ତି ବାହା ହୋଇଯାଅ। ହେଲେ ମୁଁ ଯେମିତି ଅଛି ବହୁତ୍‌ ଭଲରେ ଅଛି। ସେ ଆଉ କେବେ ବହା ହେବେନି। ଡେଲି ମରିମରି ବଞ୍ଚିବାକୁ ମୁଁ ଚାହୁଁନି ବୋଲି କହିଲେ ବିଦ୍ୟଶ୍ରୀ।

Dharitri – Odisha’s No.1 Odia Daily

Share