ହସଖୁସିର ପରିବାର ପାଇଁ …

ହସଖୁସିର ପରିବାର ଜୀବନରେ ଶାନ୍ତି ଭରିଥାଏ। କାରଣ ପରିବାରରୁ ଆମକୁ ସବୁ ବିପଦକୁ ସାହସର ସହ ସାମ୍ନା କରିବାକୁ ଶକ୍ତି ମିଳିଥାଏ। ତେଣୁ ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ କେମିତି ମଜଭୁତ ରହିବ ସେ ନେଇ ଜାଣନ୍ତୁ
କେତୋଟି ବାସ୍ତୁ ଟିପ୍ସ-

* ଲିଭିଂ ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ କ୍ରିଷ୍ଟାଲ୍‌ର ଏକ ବଡ଼ ସାଇଜ୍‌ର ବଲ୍‌ ରଖିଲେ ପରିବାରରେ ସ୍ନେହ, ପ୍ରେମ ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଧ୍ୟାନଦେବେ ଲିଭିଂ ରୁମ୍‌ରେ ମାତ୍ର ଗୋଟିଏ ହିଁ କ୍ରିଷ୍ଟାଲ୍‌ ବଲ୍‌ ରଖିବେ ନଚେତ୍‌ ଟଙ୍ଗାଇଦେବେ, ଏକାଧିକ ଆଦୌ ରଖିବେ ନାହିଁ।

* ପରିବାରରେ ହସଖୁସିର ମାହୋଲକୁ ବଢ଼ାଇବା ପାଇଁ ପ୍ରତି ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ କ୍ରିମ୍‌ କଲର୍‌ର ଫୁଲଦାନୀରେ ହଳଦିଆ ରଙ୍ଗର ଫ୍ରେସ୍‌ ଫୁଲକୁ ରଖିପାରିବେ। ଫୁଲ ମଉଳିବାକୁ ଆରମ୍ଭ କଲେ ତୁରନ୍ତ ତାହାକୁ ବଦଳାଇଦେବେ। ଯେତେ ସମ୍ଭବ ଆର୍ଟିଫିସିଆଲ୍‌ ଫୁଲର କମ୍‌ ବ୍ୟବହାର କରିବେ।

* ପରିବାରରେ ଏକତାଭାବ ବୃଦ୍ଧି କରିବାକୁ ହେଲେ, ଲିଭିଂ ରୁମ୍‌ର ଦକ୍ଷିଣ-ପଶ୍ଚିମ କାନ୍ଥରେ ଫ୍ୟାମିଲି ଫଟୋ ଲଗାଇ ପାରିବେ। ଧ୍ୟାନଦେବେ ଫ୍ୟାମିଲି ଫଟୋରେ ଯେମିତି ସବୁ ସଦସ୍ୟଙ୍କ ମୁହଁରେ ହସ ରହିଥିବ। ତା’ଛଡ଼ା ଭିନ୍ନ ଭିନ୍ନ ଫଟୋ ନ ଲଗାଇ ଗୋଟିଏ ଫଟୋ ଏମିତି ଲଗାଇବେ ଯେଉଁଥିରେ ସବୁ ସଦସ୍ୟ ଏକାଠି ମିଶିକି ରହିଥିବେ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ପରିବାର ସଦସ୍ୟ ଏକାଠି ବସି ଭୋଜନ କଲେ ଘରେ ଖୁସିର ମାହୋଲ ବଢ଼ିବା ସହ ସମ୍ପର୍କ ମଜଭୁତ ହୋଇଥାଏ। ସବୁବେଳେ ସମ୍ଭବ ନହେଲେ ପ୍ରତିଦିନ ଗୋଟିଏ ଥର ହେଉନା କାହିଁକି ଏପରି କରିବାକୁ ଚେଷ୍ଟା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri