କ୍ରିକେଟରଙ୍କୁ ପରିହାସ କଲେ ଉର୍ବଶୀ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ବୋଲ୍ଡ ଆକ୍ଟ୍ରେସଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉର୍ବଶୀ ରୌତେଲା । ତାଙ୍କର ଇନଷ୍ଟାଗ୍ରାମରେ ରହିଛନ୍ତି ୪୫ ମିଲିୟନ ଫ୍ୟାନ ଫଲୋଇଙ୍ଗସ୍ । ସେ ତାଙ୍କ ଫ୍ୟାନଙ୍କ କମେଣ୍ଟର ରିଆକ୍ସନ ଦେଇଥାଆନ୍ତି । ହେଲେ ନିକଟରେ ଉର୍ବଶୀଙ୍କ ଏକ କମେଣ୍ଟ ଜୋରଦାର ଭାଇରାଲ ହୋଇଛି । ଯେଉଁଥିରେ ସେ ତାଙ୍କ ର‌୍ୟୁମର୍ଡ ବୟେ ଫ୍ରେଣ୍ଡ ତଥା ଇଣ୍ଡିଆନ କ୍ରିକେଟର ରୁଷଭ ପନ୍ଥଙ୍କୁ ପରିହାସ କରିଛନ୍ତି । ଗତବର୍ଷ ଅନେକଥର ଶୁଣିବାକୁ ମିଳିଥିଲା କି ଉର୍ବଶୀ-ଋଷଭ ରିଲେସନଶିପରେ ଅଛନ୍ତି । ହେଲେ ପୁଣି ଶୁଣିବାକୁ ମିଳିଥିଲା ଉଭୟେ ପରସ୍ପରଠାରୁ ଦୂରଇ ଯାଇଛନ୍ତି । ହେଲେ ଏହା କେତେ ସତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୁଚନାଯୋଗ୍ୟ, ଟୁଇଟରରେ ଅସ୍ମିତ ନାମରେ ଜଣେ ୟୁଜର୍ସଙ୍କ ଆକାଉଣ୍ଟରେ ଏକ ସ୍କ୍ରିନ ସଟ୍ ଶେୟାର କରାଯାଇଛି । ଯାହା ଏବେ ଭାଇରାଲ ହାଇଛି । ଏହି ସ୍କ୍ରିନ ସଟରେ ଜଣେ ପ୍ରଶଂସକ ଋଷଭ ପନ୍ଥଙ୍କୁ ପ୍ରଶଂସା କରି ଲେଖିଛନ୍ତି, ପନ୍ଥଙ୍କ ୧୦୦ କାଲି ଦେଖିଛ ନା ନାହିଁ । ଏହାକୁ ନେଇ ଉର୍ବଶୀ କମେଣ୍ଟରେ ଲେଖିଛନ୍ତି, ଓହୋ! ଆପଣ ମତଲବ ପ୍ୟାଣ୍ଟ । ହଁ ମୁଁ ଦେଖିଛି, କାରଣ ସବୁ ଲୋକ ପିନ୍ଧିଥାଆନ୍ତି, ମୁଁ ତା ଭିତରେ ୧୦୦ ଟଙ୍କା ବି ରଖିଛି । ଉର୍ବଶୀଙ୍କ ଏହି କମେଣ୍ଟ ଏବେ ଭାଇରାଲ ହୋଇଛି । ଏବେ ପୁଣିଥରେ ଉର୍ବଶୀ- ଋଷଭଙ୍କ ରିଲେସନଶିପକୁ ନେଇ ପୁଣି ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri