Categories: Video

Unit -1 market relocated to Rajmahal | ଘୁଂଚିଲା ୧ ନଂ ହାଟ, ଅସନ୍ତୋଷ ପ୍ରକାଶ କଲେ ବ୍ୟବସାୟୀ

କରୋନା ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ହିଁ ଜରୁରୀ । ଏଥିପାଇଁ ଭୁବନେଶ୍ୱର ମହାନଗର ପକ୍ଷରୁ ୧ନଂ ହାଟକୁ ରାଜମହଲ ଛକ ଓ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତା ଏବଂ ଲୋକମାନେ ସଚେତନ ହେଲେ ହିଁ ଆମେ ସ୍ଥିତିରେ ସୁଧାର ଆଣିପାରିବା ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ ପରିବା ହାଟ ସ୍ଥାନାନ୍ତର ପରେ କିଛି ମାତ୍ରାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ।

Social distancing is key to containing coronavirus. To enforce this, Bhubaneswar Municipality Corporation (BMC) has relocated Unit -1 market to Rajmahal. While the administration keeps emphasizing on social distancing, the shopkeepers are unhappy over the relocation. Our report.