Posted inଫୁରସତ

ନିଆରା ଗାଁ, ଯେଉଁଠି କାହାର କିଛି ମନେ ରହେ ନାହିଁ

ଆଜିକାଲି ଲୋକଙ୍କ ପାଖରେ ଏତେ କାମ ଯେ, ସେମାନଙ୍କୁ ଅନେକ ଜିନିଷ ମନ ଭିତରେ ରଖିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ କିଛି ଭୁଲିଯିବା ବଡ଼ କଥା ନୁହେଁ। ତଥାପି ଭୁଲିଯିବାର ଏହି ଅଭ୍ୟାସ ବା ରୋଗ ବ୍ୟକ୍ତିର ଜୀବନକୁ ବହୁତ ପ୍ରଭାବିତ କରିଥାଏ। ଥରେ ଭାବିଲେ ଯଦି ଗୋଟିଏ ଗାଁର ସମସ୍ତ ଲୋକ ଯଦି ସବୁକିଛି ଭୁଲିଯାଆନ୍ତି ତେବେ କେମିତି ଚଳୁଥିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

यहां रहने वाले लोगों को कुछ भी याद नहीं रहता. (Credit- Canva)

ଏପରି ଏକ ଗାଁ ଫ୍ରାନ୍ସରେ ରହିଛି। ଯାହା ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠାରେ ଲୋକମାନେ କିଛି ମନେ ରଖନ୍ତି ନାହିଁ। ନା ସେମାନେ ନିର୍ଦ୍ଦେଶନାମା ମନେ ରଖିପାରନ୍ତି ନା ଦୋକାନ ବାକି। ଏଭଳି ପରିସ୍ଥିତିରେ ଏଠାରେ ସବୁକିଛି ମାଗଣାରେ ଦିଆଯାଏ।

Tips for Caregivers and Families of People With Dementia

ଲାଣ୍ଡେସ ନାମକ ଏହି ଗାଁର ପ୍ରତ୍ୟେକ ନାଗରିକ ଆମେନସିଆ ଅର୍ଥାତ୍‌ ଡିମେନ୍ସିଆରେ ପୀଡ଼ିତ। ଏଠାରେ ବୟସ୍କ ନାଗରିକଙ୍କ ବୟସ ୧୦୨ବର୍ଷ ହୋଇଥିବାବେଳେ କନିଷ୍ଠ ବ୍ୟକ୍ତି ୪୦ ବଷ। ଡିମେନ୍ସିଆରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହି ଗାଁ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି, ଯେଉଁମାନେ ଛୋଟ ଏବଂ ବଡ଼ ଜିନିଷ ଭୁଲିଯାଆନ୍ତି। ଏହି ପରୀକ୍ଷାମୂଳକ ଗ୍ରାମ ବୋର୍ଡୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ତତ୍ତ୍ୱାବଧାନରେ ରହିଥାଏ, ଯେଉଁମାନେ ୬ ମାସ ପରେ ପରିଦର୍ଶନ କରିବାକୁ ଆସନ୍ତି ଏବଂ ଲୋକଙ୍କ ଅଗ୍ରଗତି ଯାଞ୍ଚ କରନ୍ତି। ଏଠାରେ ସମୁଦାୟ ୧୨୦ ଲୋକ ବାସ କରନ୍ତି ଏବଂ ସମାନ ସଂଖ୍ୟକ ଡାକ୍ତରୀ ବୃତ୍ତିଗତ।

Care for Dementia Patients at Home -One Life

ଏଠାରେ ରହୁଥିବା ଲୋକଙ୍କ ପାଖରେ ଟଙ୍କା ରଖିବା ପାଇଁ କୌଣସି ଆବଶ୍ୟକତା ନାହିଁ। ଗାଁ ଛକ ନିକଟରେ ଏକ ସାଧାରଣ ଦୋକାନ ଅଛି, ଯେଉଁଠାରେ ସମସ୍ତ ଜିନିଷ ମାଗଣାରେ ଉପଲବ୍ଧ। ଦୋକାନ ସହିତ ରେଷ୍ଟୁରାଣ୍ଟ, ପ୍ରେକ୍ଷାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଲୋକମାନେ ଅଂଶଗ୍ରହଣ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ଏହି ଗାଁର ବାସିନ୍ଦାଙ୍କ ପରିବାର ଏଠାରେ ରହିବା ପାଇଁ, ୩ ୨୪,୩୦୦ ଅର୍ଥାତ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ଦେବେ। ଫ୍ରାନ୍ସର ସ୍ଥାନୀୟ ସରକାର ମଧ୍ୟ ଏଥିପାଇଁ ୧୭୯ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri