ଖୋର୍ଦ୍ଧା,୧୬।୮: ଜଟଣୀ ସ୍ମୃତିରଞ୍ଜନ ନାୟକ ହତ୍ୟା ଘଟଣାରେ ୩ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସହ ୨ ସହଯୋଗୀଙ୍କୁ ଗିରଫ କଲା ଜଟଣୀ ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା ଦେଇଛି। ଘରୁ ଡାକି ଯୋଜନାବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ପୂର୍ବରୁ ଇନ୍ଷ୍ଟାଗ୍ରାମରେ ବି ସ୍ମୃତିରଞ୍ଜନଙ୍କୁ ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ। ଗୋଡ଼ା ଧର୍ମସାଗର ମାର୍କେଟ ନିକଟ ନିକାଞ୍ଚନ ଅଞ୍ଚଳରୁ ମୃତଦେହ ମିଳିଥିଲା


