ସବ୍‌ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସବ୍‌ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଏସ୍‌ଆଇ ତରଣୀସେନ ବାଘ ଢେଙ୍କିକୋଟ ଫାଣ୍ଡିରୁ ରୁଗୁଡ଼ି ଥାନା, ସିଲୁ ମଲ୍ଲିକ ମୁଖ୍ୟାଳୟରୁ ଟାଉନ ଥାନା, ଦ୍ୱାରିକାନାଥ ସେଠୀ ଆନନନ୍ଦପୁରରୁ ହରିଚନ୍ଦନପୁର ଥାନାକୁ, ଅଗଷ୍ଟ ସ୍ବାଧୀନ ସେଠୀ ବାମେବାରୀରୁ ତେଲକୋଇ, ଗାଙ୍ଗିଆ ଲାକ୍ରା ବାମେବାରୀରୁ ଘଟଗାଁ, ସ୍ବରୁପ ରଞ୍ଜନ ନାୟକଙ୍କୁ ମୁଖ୍ୟାଳୟରୁ କାଞ୍ଜିପାଣି, ସୁରେଶ ମାଜୀଙ୍କୁ ହରିଚନ୍ଦନପୁର ଥାନାରୁ ସାଇଁକୁଳ ଫାଣ୍ଡି, ସେକ୍‌ ଆଝାରୁଦ୍ଦିନ କାଞ୍ଜିପାଣିରୁ ଟାଉନ ଥାନା, ରବିନ୍ଦ୍ର ମୁଣ୍ଡାରୀ ରୁଗୁଡ଼ି ଥାନାରୁ ରାମଚନ୍ଦ୍ରପୁର, ନିତେଶ ବେହେରା ସଦରରୁ ବଡ଼ବିଲ ଥାନା, ଗାୈରାଙ୍ଗ ବେହେରା ଟାଉନରୁ ବାମେବାରୀ, ଉଦୟବିର କୁଲୁ ଟାଉନ ଥାନାରୁ ଘଷିପୁରା, ହରିଶଙ୍କର ନାୟକ ତୁରୁମୁଙ୍ଗାରୁ ସଦର ଥାନା, ଅନସୂୟା ସେଠୀ ରାମଚନ୍ଦ୍ରପୁରରୁ ଟାଉନ ଥାନା, ବରଦାପ୍ରସନ୍ନ ସାହୁଙ୍କୁ ବଡ଼ବିଲରୁ ବାମେବାରୀ ଥାନାକୁ, ଆଲୋକ ରଞ୍ଜନ ପରିଡ଼ାଙ୍କୁ ବଡ଼ବିଲରୁ ଘଷିପୁରା, ବଳିଆ ବାରିକ ଘଷିପୁରାରୁ ବଡ଼ବିଲ ଓ ସୂର୍ଯ୍ୟସ୍ନାତ ପାତ୍ର ତେଲକୋଇ ଥାନାରୁ ଆନନନ୍ଦପୁର ଥାନାକୁ ବଦଳି ହୋଇଥିବା ଜଣାପଡ଼ିଛି। ଚିଠି ସଂଖ୍ୟା ୫୬୫/୨୯-୯-୨୩ରେ କେନ୍ଦୁଝର ଏସ୍‌ପି ଏହି ବଦଳି ଆଦେଶ କରି ତୁରନ୍ତ ବଦଳି ସ୍ଥାନରେ ଯୋଗଦେବାକୁ ଆଦେଶ ହୋଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଇନ୍ସପେକ୍ଟର ସ୍ତରରେ ବ୍ୟାପକ ବଦଳି ହୋଇଥିଲେ ହେଁ ଦୀର୍ଘ ପ୍ରାୟ ଏକ ସପ୍ତାହ ହେଲା ଅନେକ ନୂତନ ଥାନାରେ ଯୋଗଦେଇ ନ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri