Posted inଫୁରସତ

ମେଟ୍ରୋ ଟ୍ରେନ୍‌ରେ ଟାଓ୍ବେଲ୍‌ ବୟଙ୍କ ଯାତ୍ରା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ନିଶା କିଛି ପିଲାଙ୍କୁ ଏକ ପ୍ରକାର ପାଗଳ କରିଦେଉଛି। ସ୍ଥାନ, କାଳ, ପାତ୍ର ନ ମାନି ସେମାନେ ରିଲ୍‌ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିମ୍ବା ଏହା ସେମାନଙ୍କର ସମ୍ମାନ କିମ୍ବା ଅପମାନ ପାଇଁ କୌଣସି କଥାକୁ ଧ୍ୟାନ ଦିଅନ୍ତି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଦୃଶ୍ୟ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ନାପସନ୍ଦ ହୋଇଥାଏ। ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ଅଜବ ଦୃଶ୍ୟ ଦେଖିବାର ମାଧ୍ୟମ ପାଲଟିଛି। ଡିଏମ୍‌ଆର୍‌ସି ସହିତ ଯାତ୍ରୀମାନେ ପ୍ରତିଦିନ ଅଜବ ଅଜବ କାର୍ଯ୍ୟ ଯୋଗୁ ବିରକ୍ତି ପ୍ରକାଶ କରୁଛନ୍ତି।

ମୋହିତ ଗୌହାର ନାମକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର ହୋଇଥିବା ଭିଡିଓରେ ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକଙ୍କୁ ଟାଓ୍ବେଲରେ ଦେଖିବାକୁ ମିଳିଛି। ଉପସ୍ଥିତ ଯାତ୍ରୀମାନେ ଏହା ଦେଖି ହସିବାକୁ ବାଧ୍ୟ ହୋଇଥିଲେ।

ଭାଇରାଲ ଭିଡିଓରେ ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକ ଟାଓ୍ବେଲ ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଗଞ୍ଜି ପିନ୍ଧିବା ସହ ଟାଓ୍ବେଲ ଗୁଡ଼ାଇ ହୋଇଛନ୍ତି। ଏହି ଟାଓ୍ବେଲ ଉପରେ ତାଙ୍କର ସେମିତି ଆତ୍ମବିଶ୍ୱାସ ଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ ଆଖପାଖ ସିଟ୍‌ରେ ବସିଥିବା ଯାତ୍ରୀମାନେ ଦେଖି ହସିବାରେ ଲାଗୁଛନ୍ତି। ମେଟ୍ରୋରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ତାଙ୍କୁ ପାଗଳ ଏବଂ ସୋସିଆଲ ମିଡିଆରେ ଡଲ୍‌ ବୋଲି ଭାବୁଥିଲେ। ଯାତ୍ରୀମାନେ ତାଙ୍କର ମୁର୍ଖତା ଏବଂ ଅଜବ ସୃଜନଶୀଳତା ଦେଖି ଉଚ୍ଚ ସ୍ବରରେ ହସିବାକୁ ଲାଗିଲେ। ଭିଡିଓରେ କିଛି ଯୁବତୀ ମଧ୍ୟ ଟାଓ୍ବେଲ ଥିବା ଯୁବକଙ୍କୁ ଦେଖି ଲଜ୍ଜିତ ହେଉଥିଲେ। ତେଣୁ ସେମାନେ ଆଖି ବନ୍ଦ କରିଥିବାର ନଜର ଆସିଛନ୍ତି।

ଭିଡିଓଟି ଶେୟାର ହେବାର କିଛି ସମୟ ମଧ୍ୟରେ୨.୨୬ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। କିଛି ୟୁଜର ଯୁବକଙ୍କୁ ମୁର୍ଖ କହିଥିବା ବେଳେ ଆଉ କିଛି ୟୁଜର ସୃଜନଶୀଳତା ନାମରେ କିଛି ଠିକ୍‌ ନୁହେଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସମସ୍ତେ ଯତ୍ନ ନିଅ, କେହି ଟାଓ୍ବେଲ ଟାଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri