ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମପୁର ଅଂଞ୍ଚଳର ଏଲ ହରିପାତ୍ର ଓ ଲଷ୍ମୀ ପାତ୍ରଙ୍କ ଦମ୍ପତି, ସୁମତି ସାହୁ, ସୁପ୍ରଭା ସାହୁ ଓ ଡ୍ରାଇଭର ଗଂଜାମ କୁଲାଡ଼ ଗାଁର ପ୍ରବୀଣ କୁମାର ସାହୁ। ସେହିପରି ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇ ଦଶପଲ୍ଲା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଟୁରିଷ୍ଟ ବସ ଅନିଲ ବ୍ରହ୍ମପୁରରୁ ହରିଶଙ୍କର ଯାଉଥିଲା।
Dharitri – Odisha’s No.1 Odia Daily

