Categories: Video

ରାଜଧାନୀ ପ୍ରସିଦ୍ଧ ଲସି | Top-5 Best Lassi stalls in Bhubaneswar

ଖରାଦିନରେ ଲସି ପିଇବାର ମଜା ବେଶ ନିଆରା । ଅସହ୍ୟ ତାତିରୁ ତ୍ରାହି ପାଇବା ପାଇଁ ଅପାଣ ଲସି ନିଶ୍ଚିତ ପିଉଥିବେ । ହେଲେ ରାଜଧାନୀରେ କେଉଁ ଭଲ ଲସି ମିଳେ ଜାଣିଛନ୍ତି କି ।

ଦେଖନ୍ତୁ ଭୁବନେଶ୍ୱରର କେଉଁ କେଉଁ ସ୍ଥାନରେ ବେଷ୍ଟ ଲସି ମିଳୁଛି ।