ଓଡ଼ିଶା: ଆଜିର ଫଟୋ (ଜୁନ୍ ୮, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲିଯାତ୍ରା ତଳ ପଡ଼ିଆ ରିଂ ବନ୍ଧ ରାସ୍ତା ପ୍ରାଚୀରକୁ ଚିତ୍ରିତ କରାଯାଉଛି

 

କଟକ ଚହଟାସ୍ଥିତ ପ୍ରମୋଦ କନଭେଶନ ସମ୍ମିଳନୀ କକ୍ଷରେ କଟକ ମହାନଗର ନିଗମ କର୍ପୋରେଟରଙ୍କ ଦିନିକିଆ ଇଣ୍ଡକ୍ସନ କର୍ମଶାଳା

 

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଶନାଲ କଲଚର ମିଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର’ କାର୍ଯ୍ୟକ୍ରମ

 

 

ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ଦ୍ୱାରା ସିଆରପି ଛକରେ ଆରମ୍ଭ ହୋଇଛି ମାସବ୍ୟାପୀ ଚାଲିବାକୁ ଥିବା ସଚେତନତା କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ମାସ’