ଓଡ଼ିଶା: ଆଜିର ଫଟୋ (ଜୁନ୍ ୭, ୨୦୨୨)

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଓସିଏ କନ୍ଫରେନ୍ସ ହଲରେ ସହବନ୍ଧିତ କ୍ଲବ ଓ ଅନୁଷ୍ଠାନକୁ ଟିକେଟ ବିକ୍ରୟ କରାଯାଉଛି

 

କଟକ ମହାନଗର ନିଗମ ମେୟର ସୁବାସ ସିଂ ଓସିଏ କନ୍ଫରେନ୍ସ ହଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚ ଟିକେଟ ନେଉଛନ୍ତି

 

ଭୁବନେଶ୍ୱର ଡୁମୁଡ଼ୁମା ରଘୁନାଥପୁର ବସ୍ତିରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ I ଏହାକୁ ବିରୋଧ କରି କଂଗ୍ରେସ ନେତାଙ୍କ ଧାରଣା I

ଭୁବନେଶ୍ୱର ରୁପାଲି ଛକ ପଞ୍ଚଦୀପ ଭବନରେ ଇ.ଏସ.ଆଇ.ସି. ପକ୍ଷରୁ ‘ଯୋଗ-ପକ୍ଷ’ କାର୍ଯ୍ୟକ୍ରମରେ ଏମପି ଅପରାଜିତା ଷଡ଼ଙ୍ଗୀ ଯୋଗ କରୁଛନ୍ତି

ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଭୁବନେଶ୍ୱର ରାମମନ୍ଦିରରୁ ବାହାରିଥିବା ସଚେତନତା ରାଲି

 ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ‘କାମଧେନୁ’ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ଫେବୃଆରୀ, ୨୦୨୬ )

ଶୁକ୍ରବାର, ଖଦି ଓ ଗ୍ରାମୀଣ ଉଦ୍ୟୋଗ କମିଶନ ଦ୍ୱାରା ପ୍ରଦର୍ଶନୀ ପଡିଆରେ ଜୋନାଲ୍ ସ୍ତରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ପଙ୍କ ଉଦ୍ଧାର ଏକାଦଶୀରେ ବକ୍ସୀବଜାର…

ଓଡ଼ିଶା: ଆଜିର ଫଟୋ (୧୨ ଫେବୃଆରୀ, ୨୦୨୬ )

ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ

ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଘୁମସାର ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ       ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବର ଉଦଘାଟନୀ ଉତ୍ସବରେ ମଞ୍ଚାସିନ ଅତିଥିମାନେ  …

ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ, ୨୦୨୬ )

ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୦୮ ଆମ୍ବୁଲାନସ, ମୁଖ୍ୟମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭ କରୁଛନ୍ତି  …

ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଉପକଣ୍ଠରେ ଫୁଟିଥିବା ସୂର୍ଯ୍ୟମୁଖୀ ଫୁଲ ଖେତରେ ମହିଳା କୃଷକମାନେ କାମ କରୁଛନ୍ତି       କଟକ ବାଲିଯାତ୍ରା ତଳ ପଡିଆରେ ଚାଲିଥିବା ଜିଲାସ୍ତରୀୟ ସୁଭଦ୍ରା…

ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଏକାମ୍ର ହାଟରେ ତୋଷାଳୀ ସ୍ୱଦେଶୀ ମେଳା ପ୍ରଚାର ରଥର ଶୁଭାରମ୍ଭ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ଥିଏଟର ସଂସ୍ଥା ପକ୍ଷରୁ ଲାବଣ୍ୟ…

ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୬ )

ମହାମହିମ ରାଷ୍ଟ୍ରପତି ପୁରୀ ଶ୍ୱେତ ଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛନ୍ତି       କଟକ ଜେ.ଏନ. ଇନଡୋର୍ ଷ୍ଟାଡିୟମରେ…

ଓଡ଼ିଶା: ଆଜିର ଫଟୋ (୨ ଫେବୃଆରୀ , ୨୦୨୬ )

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରୁଛନ୍ତି ଖଣ୍ଡଗିରି ମେଳାରେ ଲୋକଙ୍କର ଭିଡ଼ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri