ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୫, ୨୦୨୦)

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ମିନିଟ  ନୀରବ ପ୍ରାର୍ଥନା କରାଯାଉଛି

କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଉଛି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ

ଏକ ମିନିଟର ନୀରବ ପ୍ରାର୍ଥନା

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୬ତମ ଜନ୍ମ ଦିବସରେ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ରଙ୍କ ସହ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି

ବର୍ଷା ଦେଖି ଖୋଜା ପଡିଲା : କଟକ ନିମଚୌଡି ରାସ୍ତା ପାର୍ଶ୍ୱରେ ଚାଲିଛି

ଛତା ମରାମତି

କଟକ କଚେରୀ ରୋଡରେ ଗ୍ରାହକଙ୍କ ଅପେକ୍ଷାରେ ମାସ୍କ ବିକ୍ରେତା

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ଅବସରରେ କଟକ କାଠଗଡ଼ା ସାହିରେ ଦ୍ବୀପ ପ୍ରଜ୍ବଳନ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୫ )

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଉପରେ କେମିକାଲ ଜଳ ସିଞ୍ଚନ କରାଯାଉଛି       କଟକ ବକ୍ସିବଜ଼ାରସ୍ଥିତ ରିଜର୍ଭ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ୨୮ ନଭେମ୍ବର , ୨୦୨୫ )

ବିଧାନ ସଭା ପ୍ରଶ୍ନୋତ୍ତର କାଳ

ଓଡ଼ିଶା: ଆଜିର ଫଟୋ ( ୨୭ ନଭେମ୍ବର , ୨୦୨୫ )

ଜୋବ୍ରା ରେଳୱେ ବ୍ରିଜ୍ ତଳେ ମହାନଦୀ ତଟରୁ ନଦୀର ମଧ୍ୟଭାଗକୁ ଛଡ଼ାଯାଉଥିବା ଆବରଜନାପାଣି ବାରବାଟୀ ଷ୍ଟାଡିୟମ୍ ଠାରେ ପାଣି ଛିଞ୍ଚନ କରାଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୬ ନଭେମ୍ବର, ୨୦୨୫ )

ଭୁବନେଶ୍ୱର OUATରେ ଜାତୀୟ କ୍ଷୀର ଦିବସ ପାଳନ       ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ୍ ଅଭ୍ୟାସ       ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ୨୫ ନଭେମ୍ବର, ୨୦୨୫ )

ଭେଟେରାନ କଳାକାର ଧମେନ୍ଦ୍ରଙ୍କ ସ୍ମୃତିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ   କଟକ ମଙ୍ଗଳାବାଗ କାଠଗୋଲା ରୋଡରେ ଥିବା ଡାଏଗ୍ନୋଷ୍ଟିକ୍ କେନ୍ଦ୍ରକୁ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri