ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୨)

ନିଜର ଅନୁଗତମାନଙ୍କୁ ନିଯୁକ୍ତି ଦେଇଥିବା ଘଟଣାରେ ବିପିୟୁଟି ଭାଇସ ଚାନ୍ସେଲର ସି. ଆର. ତ୍ରିପାଠୀଙ୍କୁ ବହିଷ୍କାର ଦାବି କରି ବିପିୟୁଟି ଛାତ୍ରମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରିବା ସହିତ କୁଶପୁତ୍ତଳିକା ଦାହ କରୁଛନ୍ତି

 

ଅଭିନେତା ବାବୁସାନ ମହାନ୍ତି ଓ ଅପରାଜିତା ମହାନ୍ତି ଭୁବନେଶ୍ୱର ଖାରବେଳ ନଗର ଥାନାକୁ ଯାଉଛନ୍ତି

 

ଦୀର୍ଘ ଦିନ ଧରି ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ଗଞ୍ଜାମ ଜିଲାର ଗୀତାରାଣୀ ସାହୁ ଏବଂ ବସନ୍ତ ସାହୁ ଆଜି ଆତ୍ମାହୁତି ଉଦ୍ୟମ କରୁଥିବା ସମୟରେ ପୋଲିସ ଉଦ୍ଧାର କରୁଛି

 

ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ‘ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ’ ପକ୍ଷରୁ ମାନବ ଅଧିକାର ସମ୍ପର୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଯୋଗଦେଇଥିବା କର୍ମୀ ମାନେ

 

କଟକ ବକ୍ସି ବଜାର ସ୍ଥିତ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ବଡ ମା’ଙ୍କ ୧୨୯ତମ ଜନ୍ମ ମହୋତ୍ସବ ପାଳନ ଅବସରରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମ

 

କଟକ ସ୍ଥିତ ଓସିଏ କନ୍ଫରେନ୍ସ ହଲରେ ଅନୁଷ୍ଠିତ କ୍ୟାରିଅର କାଉନ୍ସେଲିଂ କାର୍ଯ୍ୟକ୍ରମରେ ଡିସିପି ପିନାକ ମିଶ୍ର ଯୋଗ ଦେଇ ବକ୍ତବ୍ୟ ରଖୁଛନ୍ତି

 

କଟକ ରେଭେନ୍ଶା କଲେଜିଏଟ ସ୍କୁଲର ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଦି କଲେଜିଏଟ – ଏ ରୋଲ ମଡେଲ’ ର ଶୁଭାରମ୍ଭରେ ବିଧାୟକ ମହମ୍ମଦ. ମୋକିମ ଉଦବୋଧନ ଦେଉଛନ୍ତି

 

କଟକ ଶହୀଦ ଭବନରେ ଅନୁଷ୍ଠିତ ‘ଉଜ୍ବଳ ଭାରତ-ଉଜ୍ବଳ ଭବିଷ୍ୟତ, ପାୱାର@୨୦୪୭’ କାର୍ଯ୍ୟକ୍ରମକୁ କଟକ ମହାନଗର ନିଗମ ମେୟର ସୁବାସ ସିଂ ଉଦଘାଟନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ ଉଦଘାଟିତ       କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ମହା ସପ୍ତମୀ…

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri