ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୫ )

କଟକ ରାଣୀହାଟସ୍ଥିତ ଏକ ମିଠା ଦୋକାନରେ ଗଣେଶ ପୂଜା ଅବସରରେ ଲଡୁ କିଣିବା ପାଇଁ ଲୋକଙ୍କ ଗହଳି

 

 

 

ଜଟଣୀ ଶିଳ୍ପୀ ଈଶ୍ୱର ରାଓ ପେନସିଲ ମୁନରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି

 

 

କଟକ କୁମ୍ଭାର ସାହି ଅଂଚଳରୁ ଗଣେଶଙ୍କ ମୂର୍ତ୍ତିକୁ ବିଭିନ୍ନ ପୂଜା ସ୍ଥଳକୁ ନିଆଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ, ୨୦୨୬ )

ମା ଗଡ଼ଚଣ୍ଡୀଙ୍କୁ ପୁଷ୍ପ ଓ ବିଭିନ୍ନ ପ୍ରକାରର ଫଳରେ ସୁସଜିତ କରାଯାଇଛି ସୂଚନା ଭବନରେ ମୋଖ୍ୟ ଅନୁଷ୍ଠାନ ପକ୍ଷରୁ ଅନ୍ୟନ୍ୟା ଓଡ଼ିଶୀ ନୃତ୍ୟ ଅଭିନୟ କରାଯାଇଛି 👉…

Odisha: Today’s pics March 16, 2026

ଉତ୍କଳ ମଣ୍ଡପରେ ସୋମବାର ଜୟଦେବ ସମାରୋହ ଆୟୋଜିତ ହୋଇଯାଇଛି ଭୁବନେଶ୍ୱରର ମେଫେୟାରରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଦିଲୀପ ରାୟଙ୍କ ଉପସ୍ଥିତିରେ ଉତ୍ସବ ପାଳନ

ଓଡ଼ିଶା: ଆଜିର ଫଟୋ (୧୫ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ଏଲପିଜି (LPG) ଅଭାବ ମଧ୍ୟରେ କୋଇଲା ବିକ୍ରି ଓ ଚାହିଦା ବଢ଼ିଛି

ଓଡ଼ିଶା: ଆଜିର ଫଟୋ ( ୧୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ହୀରାପୁରର ୬୪ ଯୋଗିନୀଙ୍କୁ ନେଇ “ଏକା ଦି ଓ୍ଵାନ୍” କଳା ପ୍ରଦର୍ଶନୀ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ…

ଓଡ଼ିଶା: ଆଜିର ଫଟୋ (୧୩ ମାର୍ଚ୍ଚ, ୨୦୨୬ )

ନୃତ୍ୟାୟନ ପକ୍ଷରୁ ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ ମୀରା ନୃତ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି

ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୬ )

ଭଞ୍ଜକଳା ମଣ୍ଡପରେ ପଞ୍ଚମବେଦ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସମାପନ ଦିନ: ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ୱର ପକ୍ଷରୁ “ସୁଣ ସୁଜନେ” ନାଟକ ପ୍ରଦର୍ଶନ ଭୁବନେଶ୍ୱର କୋର୍ଟକୁ…

ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୬ )

ରାଜଧାନୀରେ ପ୍ରବଳ ଖରା     କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ, ଚ୍ୟାମ୍ପିୟନ୍…

ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୬ )

ରବୀନ୍ଦ୍ର ମଣ୍ଡପରେ ଅନନ୍ୟ ନାଟ୍ୟ ଉତ୍ସବରେ ରଙ୍ଗମ୍ ଦ୍ୱାରା ନାଟକ ‘ସମ୍ପର୍କ’ ପ୍ରଦର୍ଶନ କରାଯାଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ରସୁଲଗଡ଼ ଜଗନ୍ନାଥ ନଗରରେ ମହିଳାମାନେ ମା ମଙ୍ଗଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri