ଓଡ଼ିଶା: ଆଜିର ଫଟୋ ( ମେ ୨୫, ୨୦୨୨)

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ରାଜଧାନୀ ମହୋତ୍ସବ

 

ଜନତା ମଇଦାନରେ ଆୟୋଜିତ ୬ଷ୍ଠ ଭୁବନେଶ୍ୱର ଇଣ୍ଟରନାଶନାଲ ଟ୍ରେଡ଼ ଫେୟାର

୪୪ତମ ଶ୍ରାଦ୍ଧବାର୍ଷିକୀରେ କଟକ ମିଶନ ରୋଡରେ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ବୀରେନ ମିତ୍ର ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି