ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୪, ୨୦୨୧)

 ଦୋଳ ମେଳଣ ଲାଗି  କାଗଜରେ କେଳା କେଳୁଣୀ ଓ ରାଜା ରାଣୀ ପ୍ରସ୍ତୁତିରେ ବ୍ୟସ୍ତ କଟକର ଶିଳ୍ପୀ

 

ବାତ୍ସଲ୍ୟ ମମତା: କଟକ ଡଗରପଡ଼ାରେ ବିଲେଇକୁ ସ୍ତନ୍ୟପାନ କରାଉଛି କୁକୁର

 

କଟକ ନୂଆବଜାର ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ଵ ବସ୍ତି ଉଚ୍ଛେଦ ହେଉଥିବାରୁ ନିଜ ପରିବାର ସହ ଟ୍ରଲିରେ ଆସବାବ ପତ୍ର ନେଇ ଯାଉଛନ୍ତି ବାସିନ୍ଦା

 

କଟକ ଛତ୍ରବଜାର ପାର୍ଶ୍ଵ ତାଳଦଣ୍ଡା କେନାଲରେ ମାଛ ଧରୁଛନ୍ତି ଯୁବକ

 

କଟକ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ଲାଗି ରାଣୀହାଟ କେନାଲ ରାସ୍ତା ଓ ଛତ୍ରବଜାର ଅଞ୍ଚଳରେ ସିଏମସି ପକ୍ଷରୁ ଉଛେଦ

 

କୋଭିଡ ନିୟମକୁ ଫୁ :  ଭୁବନେଶ୍ୱର ମାର୍କେଟ ବିଲଡିଂ

 

ଭୁବନେଶ୍ୱର ରେଳ ଷ୍ଟେସନ: ନାହିଁ  ସାମାଜିକ ଦୂରତ୍ୱ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ ଉଦଘାଟିତ       କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ମହା ସପ୍ତମୀ…

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri