ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୩ )

ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା

ପ୍ରଶାସନ ପକ୍ଷରୁ ମୂର୍ତ୍ତି ବିସର୍ଜନ ଲାଗି କୃତ୍ରିମ ପୋଖରୀ କରାଯାଇଥିଲେ ହେଁ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ଅନେକ ସଂଖ୍ୟାରେ ମୂର୍ତ୍ତି ଵିସର୍ଜିତ ହୋଇ ନଦୀ ପ୍ରଦୂଷିତ ହେଉଛି

୧୫ଦଫା ଦାବିରେ ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା

 

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ସାଇଭକ୍ତ ସମ୍ମିଳନୀରେ ସାଇବାବାଙ୍କ ଆଳତି କରାଯାଉଛି

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଗୋପବନ୍ଧୁ ଆକାଡେମୀରେ EVM ଏବଂ VVPAT ସମ୍ବଳିତ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ

ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଓଡିଶା ସାହିତ୍ୟ ଆକାଡେ଼ମୀ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ରରେ ୪ର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ

 

ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ‘ବିପ୍ଲବୀ ବ୍ରଜକିଶୋର’

କଟକସ୍ଥିତ ଓଡ଼ିଶା ଜୁଡ଼ିସିଆଲ ଏକାଡେମୀ ପରିସରରେ ମାନବ ଚୋରାଚାଲାଣକୁ ନେଇ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ର ବକ୍ତବ୍ୟ ରଖୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ ଉଦଘାଟିତ       କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ମହା ସପ୍ତମୀ…

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୬ )

କେଭିକେ ଅଡିଟୋରିୟମ୍‌ରେ ସଂସ୍କୃତି ବିହାରର ୬୪ତମ ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ଗୀତିନାଟ୍ୟ ‘ଗଜପତି ପୁରୁଷୋତ୍ତମ ଦେବ’

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri