ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୩, ୨୦୨୨)

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଭୁବନେଶ୍ୱରର ରାସ୍ତା ଖାଁ ଖାଁ

 

ରାଜଧାନୀରେ ପ୍ରବଳ ଖରା: ପିଏମଜି ରୋଡ଼ରେ ଆଖୁରସ ପିଉଛନ୍ତି

 

ଖରା ତାତିରୁ ରକ୍ଷା ପାଇବାକୁ ଭୁବନେଶ୍ୱର ପିଏମଜି ରୋଡ଼ରେ ଟ୍ରଲି ଚାଳକ ମୁଣ୍ଡରେ ଗାମୁଛା ବାନ୍ଧି ଯାଉଛନ୍ତି

 

କଟକ ଏମକେସିଜି ପ୍ଲାଟିନମ ଜୁବୁଲି ଅଡିଟୋରିୟମରେ ଆଇସିଏଆର- ଏନଆରଆରଆଇ (ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ)ର ୭୭ତମ ପ୍ରତିଷ୍ଠା ଏବଂ ଧାନ ଦିବସ ପାଳିତ