ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୨, ୨୦୨୧ )

କଟକ ପୁରୀଘାଟ କାଠଯୋଡ଼ି ନଦୀରେ ଖୁଦୁରୁକୁଣି ବିସର୍ଜନ

ଭୁବନେଶ୍ୱର କିଟ କ୍ୟାମ୍ପସରେ ୪୦ତମ ଜାତୀୟ ଖୋ ଖୋ ଚାମ୍ପିଅନଶିପ ଆରମ୍ଭ

କଟକରେ  ଜାତୀୟ ସବ୍ ଜୁନିଅର ସଫ୍ଟବଲ୍ ଚାମ୍ପିଅନଶିପରେ ପଞ୍ଜାବ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ

ଭୁବନେଶ୍ୱର ଲୋକସେବା ଭବନରେ ଭାରତୀୟ ଜାତୀୟ ମହିଳା(୧୮ବର୍ଷରୁ କମ) ରଗବି ଦଳକୁ ସମ୍ବର୍ଦ୍ଧନା