ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୭ , ୨୦୨୧)

କଟକ ମହାନଦୀରେ ଖେଳୁଛନ୍ତି ପିଲା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଜୁନିଅର ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟ : ତାମିଲନାଡୁ ହକି ଏକାଡେ଼ମୀ ଓ ମଧ୍ୟପ୍ରଦେଶ ହକି ଏକାଡେମୀ ମଧ୍ୟରେ ହକି ମ୍ୟାଚ

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ସବ-ଜୁନିଅର ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟ : ଓଡିଶା ନାଭାଲ ଟାଟା ହକି ଏକାଡେ଼ମୀ ଓ ମଧ୍ୟପ୍ରଦେଶ ହକି ଏକାଡେମୀ ମଧ୍ୟରେ  ହକି ମ୍ୟାଚ

 

ହରିଣମାନେ ଗଛ ଛାଇ ତଳେ କଟକ ତୁଳସୀପୁର ହରିଣ ପାର୍କରେ ବିଶ୍ରାମ ନେଉଛନ୍ତି

 

କଟକ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ଲାଗି ପ୍ରଶାସନ ପକ୍ଷରୁ ଛତ୍ରବଜାର ବସ୍ତି ଉଚ୍ଛେଦ