ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୨, ୨୦୨୨)

ରାଜଧାନୀରେ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ନିକଟରେ ଏକ ବେଆଇନ ଘରକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି

 

ଭାରତ ସ୍କାଉଟସ ଆଣ୍ଡ ଗାଇଡ୍ସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ସମ୍ପର୍କ କ୍ୟାମ୍ପରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

କଟକ ସିଡିଏ ସେକ୍ଟର-୮ ରିଂ ବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି

 

କଟକ ସିଡିଏ ସେକ୍ଟର-୬ ରାସ୍ତା ପାର୍ଶ୍ୱରେ ଥିବା ଯାତ୍ରୀ ବିଶ୍ରାମଗାରର ଦୁରାବସ୍ଥା

 

କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ସିଡିଏ ପକ୍ଷରୁ ଜବର ଦଖଲ ଉଚ୍ଛେଦ