ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୧, ୨୦୨୩ )

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳାରେ ନିର୍ମିତ ଦୀପାବଳୀ ଶୁଭେଚ୍ଛା ବାର୍ତ୍ତା

 

ଖଲ୍ଲିକୋଟ ଖେଳ ପଡିଆ ଠାରେ ଚିନ୍ମୟ ମିଶନ ପକ୍ଷରୁ ବ୍ରହ୍ମପୁରର ବିଭିନ୍ନ ସ୍କୁଲର ପିଲାମାନେ ସମୂହ ଗୀତା ପାଠ କରୁଛନ୍ତି

 

ଦୀପାବଳି ପାଇଁ ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡିଆ ସମ୍ମୁଖରେ ରଙ୍ଗୋଲି କିଣିବା ପାଇଁ ଗ୍ରାହକଙ୍କ ଭିଡ଼

 

ଭୁବନେଶ୍ୱରସ୍ଥିତ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ କାଳୀପୁଜାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

 

ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ବେଙ୍ଗଲି କଲୋନୀ ସଂଘ ଶ୍ରୀ କ୍ଲବ ଅନୁକୁଲ୍ୟରେ ଆୟୋଜିତ କାଳୀପୁଜାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

 

  ଭୁବନେଶ୍ୱର ବରମୁଣ୍ଡା ଖେଳପଡିଆରେ ଥିବା ଅସ୍ଥାୟୀ ବାଣ ଦୋକାନରୁ ବାଣ କିଣୁଛନ୍ତି ଗ୍ରାହକ

 

ସଙ୍ଗୀତଜ୍ଞ ସୁଧାକର ବାଳକୃଷ୍ଣ ଦାସଙ୍କ ୩୦ତମ ଶ୍ରାଦ୍ଧଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଉଇ ଫର ଭୁବନେଶ୍ୱର ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପ ସମ୍ମୁଖ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପରେ ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ର ମଙ୍ଗଳ ସମିତି ଆନୁକୂଲ୍ୟରେ ଦଶମ ବାର୍ଷିକୋତ୍ସବରେ ଆୟୋଜିତ ଶିରିଡି ଭଜନ ସମାରୋହ

 

ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଙ୍ଗତ ପ୍ରଫେସର ମଧୁ ଦଣ୍ଡବତେଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ

 

କଟକରେ ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା’ ଶ୍ୟାମା କାଳୀ

 

ଦୀପାବଳି ଅବସରରେ ଆଲୋକରେ ସୁସଜ୍ଜିତ କଟକ ରାଣୀହାଟ ରାସ୍ତା

 

 

କଟକ ଖାନନଗରରେ ଖୋଲିଥିବା ଅସ୍ଥାୟୀ ବାଣ ଦୋକାନରେ ଗ୍ରାହକଙ୍କ ଭିଡ଼

 

ଦୀପାବଳି ଅବସରରେ କଟକ ରେଲୱେ ଷ୍ଟେସନ ଠାରୁ ପୁରୀଘାଟ ଦେବୀଗଡା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

 

  କଟକ ଖାନନଗର ସ୍ୱର୍ଗଧାମ ସେବା ସମିତି ପକ୍ଷରୁ ନର୍କ ଚତୁର୍ଦଶୀ ଅବସରରେ ସ୍ୱର୍ଗଧାମ ପରିସରରେ ଅନୁଷ୍ଠିତ ସମୂହ ଦ୍ଵୀପ ଦାନ

 

  ନାଳ କାର୍ଯ୍ୟ ସମାପନ ପରେ ନୂତନ ରୂପରେଖରେ ଝଲସୁଛି କଟକ ପ୍ରଫେସର ପଡା କେନାଲ ରୋଡ଼

 

 

ସିଡିଏ-୬ରେ ସ୍ୱାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ ଶିଶୁ ଉଦ୍ୟାନକୁ କଟକ ମହାନଗର ନିଗମ ମେୟର ସୁବାସ ସିଂ ଉଦଘାଟନ କରୁଛନ୍ତି

 

କାଳୀପୂଜା ଓ ଭସାଣି ଉତ୍ସବ ଶୃଙ୍ଖଳା ର ସହିତ ସମାପନ କରିବାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ବୈଠକ

 

କଟକ ଫୋଟୋଗ୍ରାଫର ଆଶୋସିଏସନ ପକ୍ଷରୁ ଆୟୋଜିତ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୬ )

କେଭିକେ ଅଡିଟୋରିୟମ୍‌ରେ ସଂସ୍କୃତି ବିହାରର ୬୪ତମ ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ଗୀତିନାଟ୍ୟ ‘ଗଜପତି ପୁରୁଷୋତ୍ତମ ଦେବ’

ଓଡ଼ିଶା: ଆଜିର ଫଟୋ ( ୨୧ ମାର୍ଚ୍ଚ, ୨୦୨୬ )

କଟକ ସତିଚୌରାସ୍ଥିତ ଇଦଗାହଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଳନ ଅବସରରେ ନମାଜ ପାଠ ଅନୁଷ୍ଠିତ     ଭୁବନେଶ୍ୱର ୟୁନିଟ୍-୪ ମସଜିଦରେ ଇଦ୍-ଉଲ୍-ଫିତର ପାଳନ    …

ଓଡ଼ିଶା: ଆଜିର ଫଟୋ ( ୨୦ ମାର୍ଚ୍ଚ, ୨୦୨୬ )

ପବିତ୍ର ଇଦ୍ ପର୍ବ ଅବସରରେ ଦରଘା ବଜାର ସ୍ଥିତ ‘କୁଦମ୍-ଏ-ରସୂଲ୍’ ଆଲୋକ ସଜ୍ଜାରେ ସୁସଜ୍ଜିତ ହୋଇଛି   ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ଜିଲାସ୍ତରୀୟ ପୁସ୍ତକ ମେଳାର…

ଓଡ଼ିଶା: ଆଜିର ଫଟୋ (୧୭ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାର ୨୪ତମ ଜାତୀୟ ପାରା ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପ୍‌ ଆୟୋଜିତ ପାନ୍ଥନିବାସରେ ଓଟିଡିସି ପକ୍ଷରୁ ପଖାଳ ଦିବସ ପାଳନ ପାଳନ

ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ଉତ୍ସବ       ଭୁବନେଶ୍ୱର କଳ୍ପନା ଛକ ନିକଟରେ ସ୍କୁଲ ଛାତ୍ରୀଛାତ୍ରମାନେ ସତର୍କତାର ସହ ରାସ୍ତା ପାର କରୁଛନ୍ତି  …

ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ, ୨୦୨୬ )

ମା ଗଡ଼ଚଣ୍ଡୀଙ୍କୁ ପୁଷ୍ପ ଓ ବିଭିନ୍ନ ପ୍ରକାରର ଫଳରେ ସୁସଜିତ କରାଯାଇଛି ସୂଚନା ଭବନରେ ମୋଖ୍ୟ ଅନୁଷ୍ଠାନ ପକ୍ଷରୁ ଅନ୍ୟନ୍ୟା ଓଡ଼ିଶୀ ନୃତ୍ୟ ଅଭିନୟ କରାଯାଇଛି 👉…

Odisha: Today’s pics March 16, 2026

ଉତ୍କଳ ମଣ୍ଡପରେ ସୋମବାର ଜୟଦେବ ସମାରୋହ ଆୟୋଜିତ ହୋଇଯାଇଛି ଭୁବନେଶ୍ୱରର ମେଫେୟାରରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଦିଲୀପ ରାୟଙ୍କ ଉପସ୍ଥିତିରେ ଉତ୍ସବ ପାଳନ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri