ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୦, ୨୦୨୩ )

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଦ୍ଵିତୀୟ ଦିନ

 

ଭୁବନେଶ୍ୱର ଜନତା ମୈଦାନରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ

 

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ନିଖିଳ ଓଡ଼ିଶା ସ୍ଵେଚ୍ଛାସେବୀ ମହାସଂଘର ପ୍ରଥମ ବୈଠକ ଓ ସମ୍ବର୍ଦ୍ଧନା ସଭା

 

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ସାହିତ୍ୟ ବିଭାଗ ପକ୍ଷରୁ ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପର ୧୨୫ତମ ଜୟନ୍ତୀ ପାଳନ ଅବସରରେ ବିଭାଗର ଛାତ୍ରୀଛାତ୍ର ଓ ଅଧ୍ୟାପକ ମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟଫାଟକରେ ଥିବା ଶଙ୍ଖ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଭଞ୍ଜ ଭାରତୀ ପକ୍ଷରୁ ଆୟୋଜିତ କୃଷ୍ଣ କଥା

 

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ରୀଛାତ୍ର କଲ୍ୟାଣ ସମିତି ଦ୍ୱାରା ଆୟୋଜିତ ଦଶମ ବାର୍ଷିକ ଉତ୍ସବରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଇନଫୋସିସ ଫାଉଣ୍ଡେସନ ଓ ଭାରତୀୟ ବିଦ୍ୟାଭବନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷିତ ନାଟକ ‘ମୁଁ ଚକରା କହୁଛି’

 

ଧନତେରାସ ଅବସରରେ କଟକରେ ଏକ ଗହଣା ଦୋକାନରେ ଭିଡ଼

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଏପ୍ରିଲ, ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟ ଜ୍ୟୋତି କଳା କେନ୍ଦ୍ର ଦ୍ୱାରା ବାର୍ଷିକ ନୃତ୍ୟ ମହୋତ୍ସବ ଅନୁଷ୍ଠିତ       ରାଜଧାନୀରେ କଳାହାଣ୍ଡିଆ ମେଘ ସହ ହାଲୁକା…

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ, ୨୦୨୬ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସୂର୍ଯ୍ୟ ଜ୍ୟୋତି କଳା କେନ୍ଦ୍ରର ବାର୍ଷିକ ଦିବସ ପାଳନ       ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ବିନ୍ଦୁସାଗରରୁ…

ଓଡ଼ିଶା: ଆଜିର ଫଟୋ ( ୩ ଏପ୍ରିଲ, ୨୦୨୬ )

ଖରାଦାଉରୁ ରକ୍ଷା ପାଇବା ପାଇଁ ମହିଳାମାନେ ମୁହଁରେ କପଡା ବାନ୍ଧି ରାସ୍ତାରେ ଯାଉଛନ୍ତି   ଭୁବନେଶ୍ୱର ସତ୍ୟନଗରରେ ଅବସ୍ଥିତ Catholic Churchରେ ଗୁଡ଼ ଫ୍ରାଇଡେ ପାଳନ ହୋଇଛି…

ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୬ )

ରବିନ୍ଦ୍ର ମଣ୍ଡପରେ ଶ୍ରୀ ମୃଦୁଗୁଞ୍ଜନଙ୍କ ଦ୍ୱାରା ବାର୍ଷିକ ଦିବସ ‘ସପ୍ତରଙ୍ଗ’ ପାଳିତ  ଶ୍ରୀ ନାଟ୍ୟଧାରାଙ୍କ ଦ୍ୱାରା ଭଞ୍ଜକଳା ମଣ୍ଡପରେ ସମ୍ବଲପୁରୀ ନାଟକ ‘ଏନ୍ତା ଏନ୍ତା କଥା’ ପ୍ରଦର୍ଶିତ…

ଓଡ଼ିଶା: ଆଜିର ଫଟୋ ( ୧ ଏପ୍ରିଲ, ୨୦୨୬ )

ପୁରୀ ସାହିଯାତ ଅବସରରେ ମାୟା ରାବଣ ସାହି ପରିକ୍ରମା କରୁଛନ୍ତି       ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ  …

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri