ଦୁଇଜଣ ମହିଳା ଗ୍ୟାସର ମୂଲ୍ୟ ବୃଦ୍ଧି ହେତୁ ଜାଳେଣି ପାଇଁ କାଠନେଇ ରାସ୍ତା ପାର ହେଉଛନ୍ତି ଏଆରପୋର୍ଟ ରେ ୨ଜଣ ବୃଦ୍ଧ ବ୍ୟକ୍ତି ଡାକୋଟା ର ସେଲ୍ଫି…
ପବିତ୍ର ରମଜାନ ମାସ ଆରମ୍ଭର ପ୍ରଥମ ଶୁକ୍ରବାର କଟକ କିଲ୍ଲାଖାଇ ପରିସରରେ ଥିବା ମସଜିଦ ରେ ଅନୁଷ୍ଠିତ ସମୂହ ନମାଜ ପାଠ ବାଲିଯାତ୍ରା ତଳପଡିଆ ମହାନଦୀ ତଟ…
ଭୁବନେଶ୍ୱର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍ ରେ ରୈନବୋ କାର୍ଯ୍ୟକ୍ରମର ଉଦଘାଟନ ହିନ୍ଦୁ ନବ ବର୍ଷ ପାଳନ ଅବସରରେ କଟକ ପିଠାପୁରଠାରୁ…
ଭୁବନେଶ୍ୱରରେ କାଳବୈଶାଖୀ ଜନିତ ବର୍ଷା ଓଡିଶା ଲୋକକଳାର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ ପକ୍ଷରୁ ପିଏମଜିରେ…
କଟକରେ ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟର କାନ୍ଥଗୁଡ଼ିକ ଏକ ଶିଳ୍ପୀ ରଙ୍ଗ କରୁଛନ୍ତି ଏବଂ କାନ୍ଥ କଡରେ ପାଣି ଜମିରହିଛି ପଖାଳ ଦିବସ ୨୦୧୩ : ଭୁବନେଶ୍ୱରର ପ୍ରେସ୍…
ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ, ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ-୨୦୨୩ ଉତ୍କଳ ରଙ୍ଗମଞ୍ଚରେ ଗୁଞ୍ଜନ ଏକାଡେମୀ ପକ୍ଷରୁ…
ଭୁବନେଶ୍ୱର ଉପକଣ୍ଠରେ ଦୁଇ ଜଣ ମହିଳା ଏକ ବଗିଚାରେ ସୂର୍ଯ୍ୟମୁଖୀ ଫୁଲକୁ ତୋଳୁଛନ୍ତି ଡ୍ରାଇଭର ମହାସଂଘର ଓଡିଶା ବନ୍ଦ ଡାକରା ହେତୁ ପେଟ୍ରୋଲ ସରିଯିବା ଭୟ ରେ…
ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ସୁନସାନ୍ ଲାଗୁଛି ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ: ଭୁବନେଶ୍ୱର ତମାଣ୍ଡୋ ନିକଟରେ…
ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ କଟକ ଶେଖ ବଜାର ଅଞ୍ଚଳରେ ପୂଜାର୍ଚ୍ଚନା କରୁଛନ୍ତି ମହିଳା କଟକ ମିଶନ ରୋଡ଼ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବସନ୍ତ ଉତ୍ସବ…
ନରାଜ ଆନିକଟ ନଦୀ ରୁ ମାଛ ଧରିବା ପାଇଁ ନଦୀ ତଟ ପାର୍ଶ୍ୱରେ ରଖାଯାଇଥିବା ଡଙ୍ଗା ଗୁଡିକ ମହାନଦୀ ଜଳ ରାଶିମଧ୍ୟରେ ଥିବା ପଥର ଖଣ୍ଡ…