ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ ବର୍ଷା ଉତ୍ସବ ଆୟୋଜିତ ପୁରୀ ବଡ଼ଦାଣ୍ଡରେ ଖୋଲିଥିବା ରାକ୍ଷୀ ଷ୍ଟଲ୍ରେ ଝିଅମାନେ ରାକ୍ଷୀ…
ରାଜଧାନୀରେ ପ୍ରବଳ ବର୍ଷା, ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ରୋଡ୍ରେ ପ୍ରବଳ ପାଣି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ…
କଟକରେ ଲଘୁଚାପଜନିତ ଲଗାଣ ବର୍ଷା ଶ୍ରାବଣ ମାସ ଅନ୍ତିମ ସୋମବାରରେ ବିଭିନ୍ନ ଶୈବପୀଠକୁ ଜଳଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ବାହାରିଥିବା କାଉଡ଼ିଆମାନେ …
ଶିପି କୁମ୍ଭାର ସାହି ଅଞ୍ଚଳରେ ଖୁଦୁରୁକୁଣୀ ମୂର୍ମୟୀ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍…
KMC Health Squard ପକ୍ଷରୁ କଟକ ମଧୁପାଟଣା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ଅପମିଶ୍ରିତ ୭୦ କୁଇଣ୍ଟାଲ ପନିର ଜବତ କରାଯାଇଛି, ସତୀଚଉରାସ୍ଥିତ ଡମ୍ପିଂ ୟାର୍ଡରେ ପନିରର…
ଭୁବନେଶ୍ୱର ଜିକେସିଏମ୍ରେ ନୃତ୍ୟାଶାର ବାର୍ଷିକ ଉତ୍ସବ ପାଳନ ବିଭିନ୍ନ ଶୈବପୀଠକୁ ଜଳ ଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ନେଇ କାଉଡ଼ିଆମାନେ ବାହାରୁଛନ୍ତି…
ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ 📲 Follow Dharitri – Odisha’s No.1 Odia Daily 📰✨
ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍ ରିହର୍ସାଲ୍ କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…
ରସୁଲଗଡ଼ ବାଲିଆପଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ-ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ସମ୍ପର୍କରେ ଜଣେ ଶିଶୁ ଅତିଥି, ଗୁରୁମା ଓ ଗୁରୁଜୀଙ୍କୁ ବୁଝାଉଛନ୍ତି ରାଜଧାନୀରେ…