କଟକ ମଧୁପାଟଣାରେ ଭାରତ ବନ୍ଦର ପ୍ରଭାବ କଟକ ବାଦାମବାଡିରେ ଭାରତ ବନ୍ଦ ଯୋଗୁଁ ବସ୍ ସେବା ବାଧାପ୍ରାପ୍ତ କଟକରେ ଯାତ୍ରୀଙ୍କ ଅପେକ୍ଷାରେ ରିକ୍ସାଚାଳକ
ରାଜଧାନୀର ରାଜମହଲ ଛକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ଜିନିଷ ବିକ୍ରି ଚାଲିଛି ଜଣେ ବ୍ୟକ୍ତି ନିଜ ଛୁଆକୁ ପ୍ରବଳ ଖରାରେ ଏକ ଶିଶୁ-ଷ୍ଟ୍ରୋଲର୍ ଉପରେ ନେଇଯାଉଛନ୍ତି ଭୁବନେଶ୍ୱରର…
ମାଣବସା ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍ ୧ରେ ଲୋକମାନେ ଧାନକେଣ୍ଡା କିଣୁଛନ୍ତି ପ୍ରଥମାଷ୍ଟମୀ ଉପଲକ୍ଷେ କୋଭିଡ କଟକଣା ନ ମାନି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଲୋକମାନଙ୍କ ପ୍ରବଳ…
ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶିଶୁକୁ ଧରି ଯାଉଛନ୍ତି ଜଣେ ମହିଳା ଭୁବନେଶ୍ୱରରେ ଦୁଇ ବାଳିକା ବିକ୍ରି ଉଦ୍ଦେଶ୍ୟରେ ଛାଞ୍ଚୁଣୀ ଧରି ରାସ୍ତାରେ ଯାଉଛନ୍ତି ପ୍ରଥମାଷ୍ଟମୀ ଉପଲକ୍ଷେ କଟକ…
ଭୁବନେଶ୍ୱର ନୟାପଲ୍ଲୀ ଜୟଦେବ ବିହାରରେ ବାଳିକାଟିଏ ଦୋଳି ଖେଳୁଛି ପୁରୀ ବେଳାଭୂମିରେ ସନ୍ଧ୍ୟା ସମୟରେ ଧୀବରମାନେ ଫେରୁଛନ୍ତି ଭୁବନେଶ୍ୱର ରାଜମହଲରେ ଜଣେ ବ୍ୟକ୍ତି ସାଇକେଲ…
ଦୁଇଜଣ ଯୁବତୀ ଭୁବନେଶ୍ୱରର ଏଜି ଛକ ଠାରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ପୁରୀରେ ସୂର୍ଯ୍ୟାସ୍ତ ସିଏମସି କଟକସ୍ଥିତ ବାଦାମବାଡି ମୁଖ୍ୟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି
କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ ଲୋକଙ୍କ…
କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଆତ୍ମୀୟ ସ୍ୱଜନମାନେ ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସ୍ୟା ପାଇଁ ନେଇ ଯାଉଛନ୍ତି ପୁରୀ ନୂଆ ନଈରେ ମାଛ…
ସିଂହଦ୍ଵାର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ବୋଇତ ବନ୍ଦାଣ ରଙ୍ଗୋଲି କରାଯାଇଛି କରୋନା କଟାକଣା ଥିବାରୁ ବିନ୍ଦୁ ସାଗର ରେ ବୋଇତ ବନ୍ଦାଣ ଉତ୍ସବକୁ…
ମହାନଦୀ କୂଳରେ ଖାଦ୍ୟ ପାଇଁ ଶିକାର ଖୋଜୁଥିବା ପକ୍ଷୀ କରନା ମହାମାରୀ ହେତୁ ବାଲିଯାତ୍ରା ବନ୍ଦ ହେବା ଫଳରେ ପଡିଆ ଖାଲି ଖାଲି ଦିଶୁଛି କାର୍ତ୍ତିକ ପୂର୍ଣ୍ଣିମା…