ପିପିଲି ବାଇପାସ୍ ନିକଟରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ଜାଳେଣି କାଠ ନେଇଯାଉଛନ୍ତି ଜୁମ୍ବା ନୃତ୍ୟ ଗୋଷ୍ଠୀର ସଦସ୍ୟମାନେ ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରେ ରଜ ପର୍ବ…
ଭୁବନେଶ୍ୱର ରସୁଲଗଡ଼ରେ ପିଲାମାନେ ଖେଳୁଛନ୍ତି ରଜ ଦୋଳି ଭୁବନେଶ୍ୱର ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ…
ପୁରୀ: ସ୍ନାନବେଦୀରେ ମହାପ୍ରଭୁ ଭୁବନେଶ୍ୱର ୟୁନିଟ-୮ ଜଗନ୍ନାଥ ମନ୍ଦିର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜବେଶ ଓଡିଶାର ବିଭିନ୍ନ ସ୍ଥାନରେ ରଜପର୍ବ ପାଳନ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ…
ଦେବ ସ୍ନାନା ପୂର୍ଣ୍ଣିମା ଅବସରରେ କଳାକାର ଚନ୍ଦ୍ର ସେଖର ସାହୁ ଫିରିଙ୍ଗ ବଜାରରେ ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରକୁ ଶେଷ ସ୍ପର୍ଶ ଦେଇଛନ୍ତି ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ତ୍ରିଭଙ୍ଗ କଳାନିକେତନ ଦ୍ୱାରା ଆୟୋଜିତ କଳା ଭାରତ ସଂସ୍କୃତି ଆୱାର୍ଡ ଉତ୍ସବରେ ଗୁରୁ ନନ୍ଦିନୀଚରଣ ମହାନ୍ତିଙ୍କ ଗ୍ରୁପ ପକ୍ଷରୁ କଳାକାର ପରିବେଷଣ…
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଉଭୟ ଦଳ ବାରବାଟୀ ପଡ଼ିଆରେ ଅଭ୍ୟାସ କରୁଛନ୍ତି ରଜ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନୃତ୍ୟାୟନ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ଅବସରରେ ପରିବେଷିତ ଓଡ଼ିଶୀ ନୃତ୍ୟ ଭୁବନେଶ୍ୱର ମେଫେୟାର ହୋଟେଲରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା…
ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ଶତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ବିଧାୟକ ଅଶୋକ ପଣ୍ଡା, ଶଶୀ ଭୂଷଣ ବେହେରା, ସୁରେଶ ରାଉତ, ଅନନ୍ତ…
କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲିଯାତ୍ରା ତଳ ପଡ଼ିଆ ରିଂ ବନ୍ଧ ରାସ୍ତା…
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଓସିଏ କନ୍ଫରେନ୍ସ ହଲରେ ସହବନ୍ଧିତ କ୍ଲବ ଓ ଅନୁଷ୍ଠାନକୁ ଟିକେଟ…