ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ ‘ପୁନଶ୍ଚ ଅବୋଲକରା’

ଭୁବନେଶ୍ୱର ସ୍ଥିତ ସଂସ୍କୁତି ଭବନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଶୁଭାରମ୍ଭ

ପୂଜା ପାଖେଇ ଆସୁଥିବା ବେଳେ କଟକ ନୂଆପାଟଣା ମୁଖ୍ୟ ରାସ୍ତାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି

କଟକ ସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ବଗଳାମୁଖୀ ବେଶ

କଟକ ସ୍ଥିତ ମା’ ଝାଞ୍ଜିରୀ ମଙ୍ଗଳାଙ୍କ ଜୟ ଦୁର୍ଗା ବେଶ

କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ ନାରାୟଣୀ ବେଶ



