ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର

ଦିବା ୧୦ଟା ୩୦ ସମୟରେ କୁହୁଡିରେ ଆଚ୍ଛାଦିତ କଟକ ମଙ୍ଗୁଳି ଜାତୀୟ ରାଜପଥ

କଟକ ଯୋବ୍ରା ମହାନଦୀ ଜଳରାଶିରେ ପଥରଖଣ୍ଡ ଉପରେ ବସିଛି ବଗ

ଦିବା ୧୦ଟା ସମୟରେ କୁହୁଡିରେ ଆଚ୍ଛାଦିତ କଟକ ଯୋବ୍ରା ଆନିକଟ ବ୍ୟାରେଜ୍‍

ପୁରୀ ଟୋଲଗେଟ୍‌ ରୋଡ୍‌ରେ ଧାନକୁ ଖରାରେ ଶୁଖାଉଛନ୍ତି ମହିଳା