ନିଜ ପାଇଁ କିଛି କଥା

ଦୈନନ୍ଦିନ ଜୀବନରେ ଆମେ ଜାଣତରେ ହେଉ ଅବା ଅଜାଣତରେ କିଛି ନା କିଛି ଭୁଲ୍‌ କରିଥାଉ; ଯାହା ଭବିଷ୍ୟତରେ ଆମ ପାଇଁ ବିପଦର କାରଣ ସାଜିଥାଏ। ତେଣୁ ଏହି ସାମାନ୍ୟ ଭୁଲ୍‌କୁ ବେଳ ଥାଉ ଥାଉ କିପରି
ସୁଧାରି ହେବ ସେ ନେଇ କିଛି ଟିପ୍ସ…

ସର୍ବଦା ବାମ କାନରେ ଦେଇ କଥା ହେବା ଦରକାର। କାରଣ ଡାହାଣ କାନ ମସ୍ତିଷ୍କର ଖୁବ୍‌ ନିକଟତର। ତେଣୁ ବାମ କାନରେ କଥା ହେଲେ ଫୋନ୍‌ର ରେଡିୟସନ୍‌ ଆମ ମସ୍ତିଷ୍କ ଉପରେ ବିଶେଷ ପ୍ରଭାବ ପକାଏ ନାହିଁ ।

ଥଣ୍ଡା ପାଣିରେ ଔଷଧ ଖାଇବା ଅନୁଚିତ୍‌ । କାରଣ ଥଣ୍ଡା ପାଣିରେ ଔଷଧ ମିଳେଇବା ପାଇଁ ଟିକେ ଅଧିକ ସମୟ ଲାଗେ ।

ସର୍ବଦା ହାଲ୍‌କା ଖାଦ୍ୟ ଖାଇବା ଉଚିତ। କାରଣ ଶୋଇବା ପରେ ପାଚନ ପ୍ରକ୍ରିୟା ଧୀର ହୋଇଯାଏ; ଯଦ୍ଦ୍ବାରା ଖାଦ୍ୟ ସହଜରେ ହଜମ ହୋଇପାରେନା।

ଅଧିକ ଏବଂ ରାତିରେ କମ୍‌ ମାତ୍ରାରେ ପାଣି ପିଇବା ଦରକାର।

ଉତ୍ତମ ନିଦ୍ରାର ସମୟ ହେଉଛି ରାତି ୧୦ଟାରୁ ଭୋର୍‌ ୪ଟା ।

ଖାଇବା ପରେ ସାଙ୍ଗେ ସାଙ୍ଗେ ଶୋଇବା ଠିକ୍‌ ନୁହେଁ। କାରଣ ଏପରି କଲେ ବେଳେବେଳେ ଔଷଧ ତଣ୍ଟିରେ ଲାଖିଯିବାର ସମ୍ଭାବନା ଥାଏ ।

ବ୍ୟାଟେରି ୧୫%ରୁ କମ୍‌ ଥିଲେ କଦାପି କଲ୍‌ ଉଠାନ୍ତୁ ନାହିଁ। କାରଣ ଏହି ସମୟରେ ଫୋନ୍‌ର ରେଡିୟସନ୍‌ ୧୦୦୦ ଗୁଣ ଅଧିକ ରହିଥାଏ।