Posted inଫୁରସତ

ମାତ୍ର ୮ ହଜାର ଟଙ୍କାରେ ୧୨୫ ବର୍ଷର ପୁରୁଣା ଆଲମାରୀ କିଣିଲେ ଏହି ବ୍ୟକ୍ତି, ସେଥିରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ଯେତେବେଳେ ଭଗବାନ କାହାକୁ କିଛି ଦିଅନ୍ତି ଛପର ଫାଡି କି ଦିଅନ୍ତି। ଆଉ ଯଦି କାହାର ଭାଗ୍ୟ ଖରାପ ପଡ଼ିଥାଏ ତେବେ ଜଣେ ଧନୀ ବ୍ୟକ୍ତି ମଧ୍ୟ କ୍ଷଣିକ ମଧ୍ୟରେ ଗରିବ ହୋଇଯାଏ। ଅନେକ ଥର ଲୋକମାନେ ଭାଗ୍ୟ ବଦଳାଇବା ପାଇଁ ଲଟେରି କିଣନ୍ତି ଏବଂ ବେଳେବେଳେ ସେମାନେ ଅଜାଣତରେ ଜ୍ୟାକ୍‌ପଟ୍‌ ବି ପାଆନ୍ତି।

ଏହି ଯେମିତି କଳଙ୍କି ଲାଗିଯାଇଥିବା ଏକ ଆଲମାରୀ ଟେକ୍ସାସର ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇଦେଇଛି। ଏମିଲ ନାମକ ଏହି ବ୍ୟକ୍ତି ୧୨୫ ବର୍ଷ ପୁରୁଣା ଆଲମାରୀ କିଣିଥିଲେ। ଏହା ଏକ ପୁରାତନ ବୋଲି ଭାବି ଘରକୁ ଆଣିଥିବା ଏହି ଆଲମାରୀ, ଏମିଲଙ୍କ ଜୀବନକୁ ବଦଳାଇ ଦେଇଛି। ସେ କଦାପି କଳ୍ପନା କରି ନ ଥିଲେ ଯେ, କେବଳ ୮ ହଜାର ଟଙ୍କା ପାଇଁ ସେ ଆଲମାରୀରୁ ଏପରି ଧନ ପାଇବେ, ଯାହା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ତେବେ ଏହି ଧନ ପାଇବା ପରେ ଏମିଲ ଯାହା କରିଥିଲେ ତାହା ସମସ୍ତଙ୍କ ହୃଦୟ ଜିତିଥିଲା।

ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି। ଏମିଲ ପ୍ରାୟ ୧୨୫ ବର୍ଷ ପୁରୁଣା ଏକ ଆଲମାରୀ କିଣିଥିଲେ। ସେ ଏହି ଆଲମାରିରେ ମାର୍ବଲ କାମ ଏବଂ କାଠ ଫିନିଶକୁ ବହୁତ ପସନ୍ଦ କରିଥିଲେ। ଏହି କାରଣରୁ ସେ ଏହି ଆଲମାରୀକୁ ୮ ହଜାର ଟଙ୍କାରେ କିଣିଥିଲେ। କିନ୍ତୁ ଏମିଲ ଯାହା ଭିତରେ ପାଇଲେ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଯେତେବେଳେ ଏମିଲ ଏହି ଆଲମାରୀକୁ ଘରକୁ ଆଣି ନିଜ ଡାଇନିଂ ରୁମରେ ରଖିଲେ, ସେତେବେଳେ ସେ ଭିତରୁ ଏକ ଗର୍ଜନ ଶବ୍ଦ ଶୁଣିବାକୁ ାଇଲେ। ଏମିଲ ତାଙ୍କ ପୁଅ ସହିତ ଆଲମାରୀକୁ ଖୋଲିଲେ।ବହୁତ ସମୟ ପରେ ସେ ଦେଖିଲେ ଯେ ଆଲମାରୀରେ ଏକ ଗୁପ୍ତ ଡ୍ରୟାର ଅଛି। ଏହା ଭିତରେ ବହୁ ମୂଲ୍ୟବାନ ପଥର, ହାର, ସୁନା ଏବଂ ଅଳଙ୍କାର ରଖାଯାଇଥିଲା। ନିୟମ ଅନୁଯାୟୀ ଏହି ଧନ ଏମିଲଙ୍କର ଥିଲା। କିନ୍ତୁ ସେ ଏହାକୁ ଚୋରି ବୋଲି ଭାବି ତୁରନ୍ତ ଆଲମାରୀର ମୂଳ ମାଲିକଙ୍କ ସହ ଯୋଗାଯୋଗ କରି ତାଙ୍କୁ ଏ ବିଷୟରେ ଜଣାଇଲେ। ଯେଉଁ ବ୍ୟକ୍ତି ଆଲମାରୀର ମାଲିକ ଥିଲେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ପୁଅମାନେ ଧନ ଫେରସ୍ତ ପାଇଁ ଏମିଲଙ୍କୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri