Categories: Video

This is why people are protesting against CAA | ‘CAA’କୁ କାହିଁକି ବିରୋଧ

Northeastern states of the country started protests after the Citizenship (Amendment) Bill 2019 was tabled in Lok Sabha. After the bill was cleared by both houses of the Parliament and got President’s nod becoming Citizenship (Amendment) Act 2019 (CAA), several other states and students of universities have joined the protests for reasons of their own. Here we explain what CAA is and why people are protesting against it.

ଯେବେଠୁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଆସିଛି ସେବେଠୁ ଏହାକୁ ନେଇ ଉତ୍ତରପୂର୍ବାଞ୍ଚାଳ ସମେତ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିରୋଧ ଓ ବିକ୍ଷୋଭ କରାଯାଉଛି । କିଛିକିଛି ସ୍ଥାନରେ ଟ୍ରେନ ଓ ବିମାନ ବାତିଲ ହୋଇଥିବା ବେଳେ ,କିଛି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ତେବେ ଏହି ‘ସିଏଏ’ କଣ ? କାହିଁକି ଏହାକୁ ବିରୋଧ କରାଯାଉଛି ?