Categories: Video

Third COVID-19 positive case in Odisha I କର କ୍ଲିନିକରେ ତୃତୀୟ କରୋନା ଚିହ୍ନଟ

ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଉକ୍ତ ବ୍ୟକ୍ତି ୧୦ମାର୍ଚ୍ଚରେ ଦିଲ୍ଲୀରୁ ଫେରିବା ପରେ କର କ୍ଲିନିକକୁ ୨୧ରେ ଚିକିତ୍ସା ଲାଗି ଯାଇଥିଲେ । ତେଣୁ ଉକ୍ତ କ୍ଲିନିକ ମଧ୍ୟକୁ ଆଉ କେହି ନଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହା ପରେ ସେଠାକୁ ଆସିଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଓ ଯାଞ୍ଚ ପାଇଁ ଆସିଥିବା ସରକାରୀ ଅଧିକାରୀ କଣ କହୁଛନ୍ତି ଆସନ୍ତୁ ଶୁଣିବା ।

The third COVID-19 positive case in Odisha is a 60-year-old male from Bhubaneswar. He had gone March 7 to Delhi and returned March 10. He first went to ‘Kar Clinic’ and then to Capital Hospital March 25 for his swab test where he tested positive for coronavirus. While his wife, daughter and driver have been kept under isolation, the passengers and crew members of Indigo flight and the doctors and staff of Kar Clinic attending to him have been put under quarantine.