୨୪ ଜୁନରୁ ଏସବୁ ରାଶିର ଭାଗ୍ୟ ଖୋଲିବ, ଆକସ୍ମିକ ଧନଲାଭ ସାଙ୍ଗକୁ…

ଜ୍ୟୋତିଷଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ-ପୂଣ୍ୟ, ବୁଦ୍ଧି ଆଦିର କାରକ ବୋଲି କୁହାଯାଏ। ଏବେ ଗୁରୁଙ୍କ ସ୍ଥିତି ପରିବର୍ତ୍ତନର ପ୍ରଭାବ ୧୨ ରାଶିରେ ଦେଖିବାକୁ ମିଳିପାରେ।

ବର୍ଷକ ପରେ ବୃହସ୍ପତି ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ଏଥିଯୋଗୁ ଉପୁଜୁଥିବା ସ୍ଥିତି ପ୍ରାୟ ୮ ବର୍ଷ ଅର୍ଥାତ ୨୦୩୩ ଯାଏ ରହିବ। ବିଶେଷକରି ମିଥୁନ ରାଶିରେ ଥାଇ ‘ଗଜକେଶରୀ ରାଜଯୋଗ’ ସୃଷ୍ଟି କରୁଥିବାରୁ କିଛି ରାଶି ଲାଭବାନ ହୋଇପାରନ୍ତି। ଚାକିରି-ବ୍ୟବସାୟ ସହ ଧନଲାଭର ସୁଯୋଗ ରହିଛି। ଆସନ୍ତୁ ଜାଣିବା:-

ବୃଷ ରାଶି: ଏହି ରାଶିର ଜାତକଧାରୀଙ୍କ ଆୟ ବଢ଼ିବ। ପୈତୃକ ବ୍ୟାପାରରେ ଲାଭ ମିଳିବ। ଜୀବନରେ ଖୁସି ଫେରିବ। ଚାକିରିଆ ମାନଙ୍କୁ ପଦୋନ୍ନତିର ସୁଯୋଗ ମିଳିପାରେ। ଅଟକିଥିବା ଟଙ୍କା ମିଳିବାର ସମ୍ଭାବନା ରହିଛି। ସମାଜରେ ମାନସମ୍ମାନ ବଢ଼ିବ।

ମିଥୁନ ରାଶି: ଏହି ରାଶିର ଲୋକମାନଙ୍କୁ ଖୁସିଖବର ମିଳିପାରେ। ସନ୍ତାନମାନଙ୍କଠାରୁ କିଛି ଭଲ ଖବର ମିଳିପାରେ। ବିବାହ ଯୋଗ ସୃଷ୍ଟି। ସାମାଜିକ ଭାବେ ଉନ୍ନତି। ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଆକସ୍ମିକ ଧନ ଲାଭ ଯୋଗ। ଦୀର୍ଘଦିନର ଅସୁସ୍ଥତାରୁ ଠିକ୍‌ ହେବେ। ବୈବାହିକ ଜୀବନରେ ଖୁସି ଫେରିବ।

ତୁଳା ରାଶି: ଏହି ଜାତକଧାରୀଙ୍କ ଜୀବନରେ ଆଧ୍ୟାତ୍ମ୍ୟ ଫେରିବ। ପରିଶ୍ରମର ଫଳ ମିଳିବ। ଅଟକିଥିବା କାର୍ଯ୍ୟ ସମାପନ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା। ସନ୍ତାନ ସୁଖ ପ୍ରାପ୍ତି। କର୍ମକ୍ଷେତ୍ରରେ ପ୍ରଶଂସା।ବାଧା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri