କିସ୍‌ମିସ୍‌ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ଦୀର୍ଘଦିନ ଧରି କିସ୍‌ମିସ୍‌ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍‌ମିସ୍‌ ଖାଇବାର ସଠିକ୍‌ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍‌ମିସ୍‌ ଖାଇବାର ଫାଇଦା ବିଷୟରେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିସ୍‌ମିସ୍‌କୁ ଭିଜାଇ ଖାଇଲେ ଏହାର ଦୁଇଗୁଣ ଫାଇଦା ବା ଲାଭ ମିଳିଥାଏ। ଭିଜା ଯାଇଥିବା କିସ୍‌ମିସ୍‌ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଭିଜା ଯାଇଥିବା କିସ୍‌ମିସ୍‌ ଖାଇଲେ ଏଥିରେ ମେଟାବୋଲଜିୟମ୍‌ ଏବଂ ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।

କବଜ ଦୂର ହୁଏ
କିସ୍‌ମିସ୍‌ରେ ଡାଏଟ୍ରି ଫାଇବର ରହିଛି। ଏହାକୁ ପ୍ରତିଦିନ ଖାଇଲେ କବଜ ସମସ୍ୟା ଦୂର ହୁଏ। କିସ୍‌ମିସ୍‌ ପାଣି ପ୍ରତିଦିନ ପିଇବା ଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହୁଏ।

କିଡ୍‌ନୀ ପାଇଁ ଲାଭ
କିସ୍‌ମିସ୍‌ ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ପ୍ରାକୃତିକ ମିଳିଥାଏ। ଯାହ ଶରୀର ଭିତର ବିଷମୁକ୍ତ ହୁଏ।

ହାର୍ଟ:
କିସ୍‌ମିସ୍‌ରେ ପୋଟାସିୟମ ଭରପୂର ମାତ୍ରାରେ ରହିଛି। ଯାହା ରକ୍ତଚାପକୁ ନିିୟନ୍ତ୍ରଣ କରିଥାଏ। ଶରୀରରେ ସୋଡିୟମ ଲେବଲକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଡାଏଟ୍ରି ଫାଇବର ଏବଂ ପଲିଫେନୋଲ୍ସ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ ମାତ୍ରା କମ୍‌ କରିଥାଏ।

ରକ୍ତ ତିଆରି କରେ
କିସ୍‌ମିସ୍‌ରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ ରହିଛି। ରକ୍ତ ତିଆରି ପାଇଁ ଆବଶ୍ୟକ ଭିଟାମିନ ବି କମ୍ପ୍ଲେକ୍ସର ଆବଶ୍ୟକତା ରହିଛି। କିସ୍‌ମିସ୍‌ରେ ପ୍ରଚୁର ମାତ୍ରାରେ ବି କମ୍ପ୍ଲେକ୍ସ ରହିଛି। ଯାହାକୁ ଖାଇଲେ ବହୁତ ଲାଭଦାୟକ ହୋଇଥାଏ।୍ର

ଲିଭର:
କିସ୍‌ମିସ୍‌ ପାଣି ପିଇବା ଦ୍ୱାରା ସମସ୍ତ ଟକ୍ସିସ୍‌ ପଦାର୍ଥ ବାହାରକୁ ଆସିଥାଏ। କିସ୍‌ମିସ୍‌ ପାଣି ଲିଭରର ଜୈବ ରାସାୟନିକ କାର୍ଯ୍ୟକୁ ଉନ୍ନତ କିବା ସହ ଶୁଦ୍ଧ ରକ୍ତ ତିଆରି କରେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri