ଚନ୍ଦ୍ରଗ୍ରହଣରେ ଏହି ୩ ରାଶି ଉପରକୁ ମାଡି ଆସୁଛି ବଡ଼ ବିପଦ, ରୁହନ୍ତୁ ସତର୍କ , ନଚେତ୍‌ …

୨୦୨୫ ବର୍ଷର ନବମ ମାସ ଅର୍ଥାତ୍‌ ସେପ୍ଟେମ୍ବର ମାସ ଧାର୍ମିକ-ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଅନନ୍ତ ଚତୁର୍ଦ୍ଦଶୀ, ଜୀବିତପୁତ୍ରିକା, ସର୍ବପିତୃ ଅମାବାସ୍ୟା ଏବଂ ଶାରଦୀୟ ନବରାତ୍ରି ଭଳି ବଡ଼ ପର୍ବ ପାଳନ କରାଯିବ। ଏହା ବ୍ୟତୀତ ମଙ୍ଗଳ, ଶୁକ୍ର ଏବଂ ସୂର୍ଯ୍ୟ ମଧ୍ୟ ଗୋଚର କରିବେ। ତଥାପି, ସେପ୍ଟେମ୍ବରରେ ଏକ ବଡ଼ ଖଗୋଳବିଜ୍ଞାନ ଘଟଣା ମଧ୍ୟ ଘଟିବାକୁ ଯାଉଛି, ଯାହା ଦେଶରୁ ବିଶ୍ୱ ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟକଳାପ ଉପରେ ବ୍ୟାପକ ପ୍ରଭାବ ପକାଇବ। ପ୍ରକୃତରେ, ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ ରେ ହେବାକୁ ଯାଉଛି। ଏହି ଗ୍ରହଣ ନ୍ୟାୟର ଦେବତା ଶନିଙ୍କ ରାଶି, କୁମ୍ଭ ଏବଂ ପୂର୍ବଭାଦ୍ରପଦ ନକ୍ଷତ୍ରରେ ହେବ। ବିଶେଷ କଥା ହେଉଛି ଗ୍ରହଣ ସମୟରେ ଚନ୍ଦ୍ର ଏବଂ ରାହୁ କୁମ୍ଭରେ ଏକାଠି ବସିବେ। ଏପରି ପରିସ୍ଥିତିରେ, ଏହି ଗ୍ରହଣ କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇପାରେ।

ସିଂହ ରାଶି: ଗ୍ରହଣ ଯୋଗ ସିଂହ ରାଶି ଲୋକଙ୍କ ଅସୁବିଧା ବଢାଇପାରେ। ଏହି ସମୟରେ ଆପଣ କାମକୁ ନେଇ ସାବଧାନ ରହିବା ଉଚିତ୍‌। ଯାତ୍ରାରେ ଅଧିକ ଟଙ୍କା ଖର୍ଚ୍ଚ କାରଣରୁ ଚିଡଚିଡା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଆପଣଙ୍କ ପଛରେ ଲାଗିବେ। ଏହା ସହିତ ନିବେଶ କ୍ଷେତ୍ରରେ ପଇସା ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ତା’ହେଲେ ଭାବି ଚିନ୍ତି କରନ୍ତୁ।

ତୁଳା ରାଶି: ଗ୍ରହଣ ଯୋଗ ତୁଳା ରାଶି ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ଦେହ ଅସୁସ୍ଥ ହୋଇପାରେ। ଏହା ସହିତ ପରୀକ୍ଷା-ପ୍ରତିଯୋଗିତାର ପ୍ରସ୍ତୁତ କରୁଥିବା ଛାତ୍ର ଆହୁରି ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ସମସ୍ୟା ଦେଖାଯିବ। ହେଲେ ଆପଣ ଚିନ୍ତା ପ୍ରକଟ
ନ କରି ଧୌର୍ଯ୍ୟବାନ ରହିବ ଲାଭଦାୟକ ହେବ।

ମୀନ ରାଶି: ଗ୍ରହଣ ଯୋଗ ମୀନ ରାଶି ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। କାମ ନ ହେବା କାରଣରୁ ଅଧିକ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ କାହାକୁ ମନର କଥା କୁହନ୍ତୁ ନାହିିଁ ନହେଲେ ଆପଣଙ୍କ ବିରେଧୀ ଏହାକୁ ଫାଇଦା ଉଠାଇବେ। ଚାକିରିରେ ଭଲ ଫଳାଫଳ ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri