ବେଲପାହାଡ଼,୩୦।୧୦(ଡ଼ି.ଏନ୍.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍ ଟ୍ରକ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଆର୍ଏଲ୍ କଲୋନୀରେ ରହୁଥିବା ଶ୍ରେୟା ଆଇଚ୍(୨୧)।
ସୂଚନା ମୁତାବକ, ବାପା ଦେବାଶିଷ ଆଇଚ୍ ଏବଂ ଶ୍ରେୟା ଏକ ସ୍କୁଟି(ନଂ.ଓଡ଼ି଼ି୨୩-୪୬୦୧) ଯୋଗେ ଗୁମାଡ଼େରାରୁ ଟିଆର୍ଏଲ୍ କଲୋନୀ ଆସୁଥିଲେ। ସେତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍(ନଂ.ଓଆର୍୦୫ଏକେ-୪୯୩୦) ସ୍କୁଟିକୁ ଧକ୍କା ଦେଇଥିଲା। ଶ୍ରେୟା ତଳେ ପଡ଼ିଯିବାରୁ ଟ୍ରକ୍ ଚକ ମୁଣ୍ଡ ଉପରେ ଚଢିଯାଇଥିଲା ା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଦିନରେ ବଜାର ମୁଖ୍ୟ ରାସ୍ତାରେ ଭାରି ଯାନ ଚଳାଚଳକୁ ବନ୍ଦ କରିବାକୁ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Im Rahmen einer journalistischen Themenwoche zu verantwortungsvollem Entertainment lädt das great win Casino zu einem „Abend der Gewinnchancen“ ein – mit einem kuratierten Überblick über Spieltrends und Tools für bewusstes Spiel; alle Details bündelt great win in einem kompakten Aktionshinweis.
In einer redaktionellen Wochenserie über Stadt-Events begleitet das Betano Schweiz Casino ein „Weekend der Gewinnmomente“ mit transparenten Regeln und feiner Programmdramaturgie; die Agenda ist auf https://betano-schweiz.net/ abrufbar.
Als Teil einer Medienpartnerschaft rund um Wirtschaft und Gesellschaft kündigt das Casino https://bahigos.org/ eine thematische „Jackpot-Nacht“ an, bei der Lesende zuerst einen Hintergrundbeitrag zur Entertainment-Ökonomie erhalten und danach an einem Wissens-Quiz mit Echtgeld-Preispool teilnehmen können.
In einer Reportage über Entertainment-Trends wird das Casino https://winlegends.de/germany/ mit einer „Nacht der Jackpots“ verknüpft: Leser erhalten erst Einblicke in Markttrends, danach Zugang zu einem exklusiven Zeitfenster mit erhöhten Gewinnchancen.
In einer Medienrubrik über digitale Freizeit startet win legends ein „Bonus-Wochenende“ mit Lern-Quests: Wer drei Wissensimpulse zum sicheren Spiel absolviert, schaltet eine zusätzliche Belohnung frei.