Posted inଫୁରସତ

ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି ବୟସ୍କ ଦମ୍ପତିଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ବୟସ୍କ ଦମ୍ପତିମାନେ ଏହାକୁ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୌଣସି ପ୍ରକାରର ବିପଦକୁ ଏଡାଇବା ପାଇଁ ପୁଅମାନଙ୍କ ଅପେକ୍ଷା ଝିଅମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। ବିଭିନ୍ନ ପ୍ରକାରର କଣ୍ଡୋମ ଅଛି, ଯାହାର ମୂଲ୍ୟ ସେମାନଙ୍କର ଗୁଣବତ୍ତା ଅନୁସାରେ ନିର୍ଣ୍ଣୟ କରାଯାଏ। ଆଜି ଏମିତି ଏକ କଣ୍ଡୋମ ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟରେ ଜଣେ ଦୁବାଇର ପଞ୍ଚତାରକା ହୋଟେଲରେ ପାଞ୍ଚ ରାତି ବିତାଇ ପାରିବେ।

ବିଶ୍ୱର ସବୁଠାରୁ ମହଙ୍ଗା କଣ୍ଡୋମଟି ୨୦୦ ବର୍ଷ ପୁରୁଣା। ଏହି କଣ୍ଡୋମ ମେଣ୍ଢା ଅନ୍ତନଳୀରୁ ତିଆରି କରାଯାଇଛି। ସ୍ପେନରେ ହୋଇଥିବା ଏକ ନିଲାମରେ ଏହାକୁ ପ୍ରାୟ ୪୪,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ୪୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଏହି କଣ୍ଡୋମର କୌଣସି ନାମ ନାହିଁ।

ଏହି ଐତିହାସିକ କଣ୍ଡୋମଟି ଫ୍ରାନ୍ସରେ ଆବିଷ୍କୃତ ହୋଇଥିଲା, ଯାହାକୁ ପରେ ନିଲାମ କରାଯାଇଥିଲା। ଏହାର ଲମ୍ବ ଥିଲା ୧୯ ସେମି ଅର୍ଥାତ୍‌ ୭ ଇଞ୍ଚ। ଏହାକୁ ଆମଷ୍ଟରଡାମର ଜଣେ ବ୍ୟକ୍ତି ଉଚ୍ଚ ନିଲାମ ଦେଇ କିଣିଥିଲେ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏହାକୁ ହାତରେ ତିଆରି କରାଯାଇଥିଲା, ଯାହା ଆଜିର ସମୟରେ ତିଆରି କରିବା ବହୁତ କଷ୍ଟକର କାମ। ୧୮ଶ ଶତାବ୍ଦୀରେ, ମେଣ୍ଢା, ଘୁଷୁରୀ, ବାଛୁରୀ ଏବଂ ଛେଳିଙ୍କ ଅନ୍ତନଳୀରୁ ଏପରି କଣ୍ଡୋମ ତିଆରି କରାଯାଉଥିଲା। ସେହି ସମୟରେ ଏହି ପ୍ରକାରର କଣ୍ଡୋମ ନିଜସ୍ବ ଭାବରେ ଅନନ୍ୟ ଥିଲା, କାରଣ ସେତେବେଳର ଲୋକମାନଙ୍କର କଣ୍ଡୋମ ଏବଂ ଗର୍ଭନିରୋଧକ ବିଷୟରେ ବହୁତ ସୀମିତ ଜ୍ଞାନ ଥିଲା।

ବର୍ତ୍ତମାନ ବଜାରରେ ଉପଲବ୍ଧ ସବୁଠାରୁ ମହଙ୍ଗା କଣ୍ଡୋମ ହେଉଛି SKYN Supreme Feel Condoms। ଏହାର ୧୦ ପିସ୍‌ କିଣନ୍ତି, ତେବେ ମୋଟ ୧୦୦ ଡଲାର ଖର୍ଚ୍ଚ କରିବାକୁ ପଡିବ, ଯାହା ପ୍ରାୟ ୮,୩୦୦ ଭାରତୀୟ ଟଙ୍କା।

 

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri