Categories: Video

ଶାମ୍ବ ଦଶମୀର ମହତ୍ୱ

ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ଦିନ ଏହା ପାଳନ କରାଯାଏ। ଶାମ୍ବ ଦଶମୀରେ ମା’ ମାନେ ସୂର୍ଯ୍ୟଙ୍କର ପୂଜା କରିଥାନ୍ତି। କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କୁ ଆଜିର ଦିନରେ ପୂଜା କରିଥିଲେ ଶାମ୍ବ।