ଅସଲି ରାଜା ଆସିଲେ, ଡୁପ୍ଲିକେଟ ରାଜା ପଳେଇଲେ: ବିଧାନସଭାରେ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୧୧(ସୁନିତ୍‌ ମିଶ୍ର):ବିଧାନସଭାରେ ଓଡ଼ିଶା ସାମଗ୍ରୀ ଓ ସେବା ଟିକସ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪ ଉପରେ ଆଲୋଚନା ଚାଲିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖୁଥାଆନ୍ତି। ଏହି ଅବସରରେ ପୂର୍ବରୁ ଗୃହରେ ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ) ଉଠାଇଥିବା କିଛି ବିଷୟ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହୁଥାଆନ୍ତି। ଏତିକିବେଳେ ରଣେନ୍ଦ୍ର ପ୍ରତାପଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ଆପଣ ବିଲ୍‌ ଉପରେ ଆଲୋଚନା କରି ଗୃହରୁ ଚାଲିଗଲେ। ଏହି ସମୟରେ ଅସଲ ରାଜା (କନକ ବର୍ଦ୍ଧନ ସିଂଦେଓ) ଗୃହରେ ପଶିଲେ। ମୋ ପାଖରେ ବସିକି କହିଲେ, ଅସଲ ରାଜା ଆସିଲେ, ଡୁପ୍ଲିକେଟ ରାଜା ବାହାରି ଚାଲିଗଲେ। ଏକଥା ଶୁଣି ରଣେନ୍ଦ୍ର ପ୍ରତାପଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ହସି ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏଙ୍କ ହତ୍ୟା ଘଟଣା: ସାଂଘାତିକ ବୟାନ ଦେଲେ ଭାଜପା ନେତା, କହିଲେ ଏହା ମମତାଙ୍କ ପୁତୁରାଙ୍କ କାମ…

କୋଲକାତା,୭।୫: କୋଲକାତାର ଉତ୍ତର ଉପକଣ୍ଠରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ବୁଧବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ସାରା…

ବାଧକ ସାଜିଛି ପଥରବନ୍ଧ: ଆଣ୍ଠୁଏ କାଦୁଅରେ ଘାଟ ପାର ହେଉଛନ୍ତି ଯାତ୍ରୀ, କୁମ୍ଭୀର ଭୟରେ…

ମହାକାଳପଡ଼ା,୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ଗୋବରୀନଦୀ ଘାଟକୁ ନେଇ ବଗଗହଣ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିବା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ବିଜୟଙ୍କୁ ବଡ଼ ଝଟ୍‌କା, ଶପଥଗ୍ରହଣ ପୂର୍ୱରୁ ବଢିଲା ଅଡୁଆ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ଟିଭିକେଙ୍କ ସମର୍ଥନ ପତ୍ର ଅନୁରୋଧ କରିବା ପରେ ବିଜୟଙ୍କ ଆଜିର…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ମର୍ଡର: ମୃତକଙ୍କ ମାଆ ଦେଲେ ଚାଞ୍ଚଲ୍ୟକର ବୟାନ-ମୁଁ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁନାହୁଁ…’

କୋଲକାତା,୭।୫: କୋଲକାତାର ଉତ୍ତର ଉପକଣ୍ଠରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ବୁଧବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ…

ଅବୁଝା ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା: ଭିଡ ଭିତରେ ଘଣ୍ଟା ଘଣ୍ଟା ଫସିରହିଲେ ଲୋକେ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୋଲିସ ନିୟୋଜିତ…

ଫୋକସରେ ଆଗାମୀ ପଞ୍ଚାୟତ ନିର୍ବାଚନ: ଏବେଠୁ ନିଜ ନିଜ ଦଳ ଛାଡ଼ି ଭାଜପାମୁହାଁ ନେତା-କର୍ମୀ

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ…

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri