Posted inଫୁରସତ

ଦୁନିଆର ସବୁଠୁ ସ୍ବାଦିଷ୍ଟ ହୋଟେଲ, ଏଠାକୁ ଖାଇବା ପାଇଁ ଯାଉଥିଲେ ଚର୍ଚ୍ଚିଲ-ଆଇନ୍‌ଷ୍ଟାଇନଙ୍କ ପରି ମହାନ ବ୍ୟକ୍ତି

ଭାରତ ଏବଂ ପାକିସ୍ତାନ ସମେତ ଦୁନିଆର ଅନେକ ଦେଶ ସେମାନଙ୍କର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଏପରି ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଅଛି, ଯେଉଁଠାରେ ଆପଣ ଖାଦ୍ୟ ଖାଇବା ପରେ ଖୁସି ହେବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ସର୍ବୋତ୍ତମ ବା ଅଧିକ ସୁସ୍ବାଦୁ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ଓ୍ବିନ୍‌ଷ୍ଟନ୍‌ ଚର୍ଚ୍ଚିଲ ଏବଂ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ପରି ମହାନ ବ୍ୟକ୍ତି ଯାଉଥିଲେ।

ବ୍ୟାଙ୍କକ୍‌ଠାରୁ ପିଡ୍‌ମୋଣ୍ଟ ଏବଂ ହାନୋଇଠାରୁ ଟୋକିଓ ପର୍ଯ୍ୟନ୍ତ, ଏହି ସୁନ୍ଦର ହୋଟେଲଗୁଡ଼ିକ ଆପଣଙ୍କୁ ସର୍ବୋତ୍ତମ ରୋଷେଇର ମଜା ନେବା, ବିଶ୍ୱ ସ୍ତରୀୟ ମଦର ସ୍ବାଦ ଚାଖିବା ଏବଂ ତା’ପରେ ଆପଣଙ୍କୁ ଆରାମ ଦାୟକ ରୁମ୍‌ ବି ମିଳିଥାଏ। ଏପରି ସର୍ବୋତ୍ତମ ଏବଂ ସ୍ବାଦିଷ୍ଟ ହୋଟେଲ ବିଷୟରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଜାଣନ୍ତୁ ଏପରି ହୋଟେଲ ସମ୍ପର୍କରେ…

 

ଏପରି ହୋଟେଲ ରହିଛି ସ୍ବିଜରଲାଣ୍ଡରେ। ଏହାର ନାମ ଡୋଲ୍ଡର ଗ୍ରାଣ୍ଡ। ଜୁରିଚ ଉପର ପାହାଡ଼ରେ ଅବସ୍ଥିତ ଏହି ରେଷ୍ଟୁରାଣ୍ଟ ଏତେ ସ୍ବତନ୍ତ୍ର ଯେ, ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲ, ଆଲବର୍ଟ ଆଇନଷ୍ଟାଇନ ଏବଂ ରୋଲିଂ ଷ୍ଟୋନ୍ସ ଭଳି ମହାନ ବ୍ୟକ୍ତିତ୍ୱ ମଧ୍ୟ ଏଠାକୁ ଆସିଛନ୍ତି। ଏହା ସ୍ନେଲ, ହର୍ସରାଡିସ ଏବଂ କୋବି ସହିତ ଗୋମାଂସ ବ୍ରିସ୍କେଟ ଏବଂ ଟମାଟୋ, କଫି ଏବଂ କିଡ୍‌ନୀ ବିନ୍‌ ଆଇସ୍କ୍ରିମ ସହିତ ପ୍ରସ୍ତୁତ ଚିଲି କନ କର୍ନ ଭଳି ଖାଦ୍ୟ ପାଇଁ ଜଣାଶୁଣା। ଏଠାରେ ଆପଣ ସ୍ବିଜରଲାଣ୍ଡର ସର୍ବୋତ୍ତମ ଓ୍ବାଇନ ମଧ୍ୟ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri