ପ୍ରଥମ ରାଉଣ୍ଡ ଗଣନା ଶେଷ, ବିଜେଡି ଆଗୁଆ

ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୪୭୩୩ ଭୋଟ୍‌ ପାଇଥିବା ବେଳେ ଭାଜପା ୧୧୪୪ ଏବଂ କଂଗ୍ରେସ ୧୦୧୪ ଖଣ୍ଡ ଭୋଟ୍‌ ପାଇଛି।