Posted inଫୁରସତ

ଚନ୍ଦ୍ରଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ: ଜାଣନ୍ତୁ ଶୁଭ ସଂଖ୍ୟା, ରଙ୍ଗ ବିଷୟରେ

ନୂଆଦିଲ୍ଲୀ, ୪।୭: ଜୁଲାଇ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଭାରତରେ ଚନ୍ଦ୍ରଗ୍ରହଣ ଯୋଗୁ ସୂତକ ଳାଗୁ ହେବ ନାହିଁ। ତେବେ ଗ୍ରହଣ ହେଉଥିବାରୁ ଏହି ସମୟରେ ଧାର୍ମିକ ଏବଂ ଶୁଭ କାର୍ଯ୍ୟ ବର୍ଜନ କରିବା ବିଧେୟ ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଛନ୍ତି।
ଚନ୍ଦ୍ରଗ୍ରହଣ ରବିବାର ସକାଳ ୮ଟା ୩୮ରେ ଆରମ୍ଭ ହେବ। ଏହାର ମୋଟ ଅବଧି ୨ ଘଣ୍ଟା ୪୩ ମିନିଟ ୨୪ ସେକେଣ୍ଡ। ଗ୍ରହଣ ୧୧ଟା ୨୧ରେ ମୋକ୍ଷ ହେବ। ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ ଏସିଆ, ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆର କେତେକ ସ୍ଥାନରେ ଦେଖାଯିବ। ଗ୍ରହଣ ଗୁରୁ ପୂର୍ଣ୍ଣିମାରେ ହେଉଥିବାରୁ ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ କ’ଣ ହେବ ସେ ନେଇ ଗଣେଶ ଶର୍ମା ସୂଚନା ଦେଇଛନ୍ତି।

ମେଷ:-ବ୍ୟବସାୟ ବ୍ୟବସାୟ ଭଲ ହେବ। ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି କରିବେ। ଯାନବାହନ ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ। ଗ୍ରହଣ ଦିନ ସକାଳେ ଉଷୁମ ପାଣି ପିଇବା ଦ୍ୱାରା ଦିନଟି ଶୁଭ ହେବ। ଏହି ରାଶିର ଶୁଭ ସଂଖ୍ୟା ୩ ଏବଂ ବାଇଗଣୀ ରଙ୍ଗ ମେଷ ରାଶି ପାଇଁ ଶୁଭ।

ବୃଷ:- ଭ୍ରମଣ ଲାଭଦାୟକ ହେବ। ଶିକ୍ଷାର୍ଥୀମାନେ ନୂତନ କ୍ୟାରିୟର ପାଇବେ। ବିବାଦରୁ ଦୂରେଇ ରହିବା ଆବଶ୍ୟକ। ଶୁଭ ସଂଖ୍ୟା ୫ ଏବଂ ରଙ୍ଗ ଫିକା ନୀଳ ।

ମିଥୁନ:- ପେଟ ସମସ୍ୟା ଦେଖାଦେଇପାରେ। ବାହାର ଖାଦ୍ୟ ନ ଖାଇବା ଉଚିତ। ବ୍ୟବସାୟରେ କ୍ଷତି ହୋଇପାରେ। ହନୁମାନ ଅଷ୍ଟକ ପାଠ କଲେ ଶୁଭଫଳ ମିଳିବ। ଶୁଭ ସଂଖ୍ୟା ୮ ଏବଂ ରଙ୍ଗ ଲାଲ।

କର୍କଟ:- ନଦୀ ଅବା ପୋଖରୀକୁ ଯାଆନ୍ତୁ ନାହିଁ। ଅନ୍ୟ କାହାକୁ ମତାମତ ଦିଅନ୍ତୁ ନାହିଁ। ଭୟ, ଚିନ୍ତା, ପେଟ ଜନିତ ରୋଗ ଏବଂ ଯନ୍ତ୍ରଣା ସୃଷ୍ଟି ହୋଇପାରେ। ରଙ୍ଗ କମଳା ଶୁଭ ଏବଂ ୨ ସଂଖ୍ୟା ଶୁଭ।

ସିଂହ:- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବ, ଆଖି ଫୁଲିଯିବାର ଆଶଙ୍କା ରହିଛି। ଚନ୍ଦ୍ରଗ୍ରହଣକୁ ଦେଖିବା ମନା। ବିଷ୍ଣୁଙ୍କୁ ପୂଜା କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ଏକ ଏବଂ ରଙ୍ଗ ନୀଳ।

କନ୍ୟା:- ବ୍ୟବସାୟରେ କ୍ଷତି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଘନିଷ୍ଠ ବନ୍ଧୁମାନଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ। ବୁଝି ବିଚାରି କାମ କରନ୍ତୁ। ଶୁଭ ରଙ୍ଗ ସବୁଜ ଏବଂ ସଂଖ୍ୟା ୬।

ତୁଳା:- ନୂତନ ଯୋଜନାରେ ସଫଳ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଦୁର୍ଗା ଚାଳିଶା ପାଠ କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ହେଉଛି ୩ ଏବଂ ଶୁଭ ରଙ୍ଗ ବାଇଗଣୀ।

ବିଛା:-ଧନ ନଷ୍ଟ ହେବାର ଆଶଙ୍କା ଅଛି। ନୂତନ ବ୍ୟବସାୟ ପାଇଁ ଜମି ସମ୍ବନ୍ଧୀୟ କାର୍ଯ୍ୟ ଯୋଜନା କରାଯାଇପାରିବ ଏବଂ ନୂତନ ବ୍ୟବସାୟ ଆରମ୍ଭ ହୋଇପାରିବ। ନକାରାତ୍ମକ ବୁଦ୍ଧି ଥିବା ବ୍ୟକ୍ତିଙ୍କଠାରୁ ଦୂରତା ରକ୍ଷା କରନ୍ତୁ। ଶୁଭ ସଂଖ୍ୟା ୭ ଏବଂ ରଙ୍ଗ ହଳଦିଆ।

ଧନୁ:- ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଗଳାରେ ଯନ୍ତ୍ରଣା ହୋଇପାରେ। ମା ବୈଷ୍ଣୋ ଦେବୀଙ୍କୁ ପୂଜା କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ୨ ଏବଂ ରଙ୍ଗ କଳା।

ମକର:- ଉଚ୍ଚ ସ୍ଥାନକୁ ଯାଆନ୍ତୁ ନାହିଁ, ଦୁର୍ଘଟଣାର ସମ୍ଭାବନା ଅଛି । ଘରର ମହିଳାମାନେ କୌଣସି ଜିନିଷ କାଟିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଲୁହା ଜିନିଷଠାରୁ ଦୂରଇ ରୁହନ୍ତୁ । ଶନି ଦେବଙ୍କୁ ପୂଜା କରନ୍ତୁ। ଶୁଭ ସଂଖ୍ୟା ୧ ଏବଂ ରଙ୍ଗ କମଳା ।

କୁମ୍ଭ:- ପୁରୁଣା ବନ୍ଧୁଙ୍କୁ ଭେଟିବେ। ପୁରାତନ ସମ୍ପତ୍ତିରୁ ଲାଭ ପାଇପାରିବ। ଭଗବାନ ସୂର୍ଯ୍ୟଙ୍କୁ ଉପାସନା କରିବା ବିଧେୟ। ଶୁଭ ସଂଖ୍ୟା ୯ ଏବଂ ରଙ୍ଗ ଗୋଲାପୀ ।

ମୀନ:- ପିତାମାତାଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। ଶୁଭ ଖବର ପାଇବେ। ପୁରାତନ ରୋଗ ଏବଂ ସମସ୍ୟାର ଅନ୍ତ ଘଟିବ।ଶିକ୍ଷାଗତ ଲାଭ, ବାଣିଜ୍ୟ ସମ୍ବନ୍ଧୀୟ ଲାଭ ଏବଂ ପଦୋନ୍ନତି ହୋଇପାରେ। ଭଗବାନ ନରସିଂହଙ୍କୁ ପୂଜା କରନ୍ତୁ। ଶୁଭ ସଂଖ୍ୟା ୧୦ ଏବଂ ଶୁଭ ରଙ୍ଗ ବାଦାମୀ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?