Posted inଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ

ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ଏହି ଗ୍ରାଉଣ୍ଡର ସମ୍ମାନ ବୋର୍ଡରେ ସ୍ଥାନ ପାଇବାକୁ ଚାହାନ୍ତି। କିନ୍ତୁ ଇଂଲଣ୍ଡର ଅଲରାଉଣ୍ଡର ସାମ କରନ ଲର୍ଡସରେ ଏପରି କିଛି କରିଛନ୍ତି ଯାହା ଗତ ୧୩୭ ବର୍ଷରେ କୌଣସି ଖେଳାଳି କରିପାରି ନ ଥିଲେ। ଲର୍ଡସ ଟେଷ୍ଟର ଉଭୟ ଇନିଂସରେ ସାମ ‘ଶୂନ’ରେ ଆଉଟ୍‌ ହୋଇଥିଲେ। କୌତୁହଳର ବିଷୟ ହେଉଛି ଉଭୟ ଇନିଂସରେ ସେ ପ୍ରଥମ ବଲରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ପୂର୍ବରୁ ଉଭୟ ଇନିଂସରେ ‘ଶୂନ’ରେ କୌଣସି ବ୍ୟାଟ୍‌ସମ୍ୟାନ୍‌ ଆଉଟ୍‌ ହୋଇ ନ ଥିଲେ। ସାମ ପ୍ରଥମ ଇନିଂସରେ ଇଶାନ୍ତ ଶର୍ମା ଏବଂ ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।
ଇଂଲଣ୍ଡରେ ଟେଷ୍ଟ କ୍ରିକେଟ ଇତିହାସରେ ସାମ କରିନା କେବଳ ଚତୁର୍ଥ ଖେଳାଳି ଯିଏ ଉଭୟ ଇନିଂସରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ତାଙ୍କ ପୂର୍ବରୁ ୱିଲିୟମ ଅଟୱେଲ, ଏର୍ନି ହାଇନ୍ସ ଏବଂ ଜେମ୍ସ ଆଣ୍ଡରସନ ମଧ୍ୟ ଉଭୟ ଇନିଂସରେ ଶୂନ ରନ କରି ଆଉଟ୍‌ ହୋଇଛନ୍ତି। ସାମ କରନଙ୍କ ପୂର୍ବରୁ ଭାରତୀୟ ଦଳ ବିପକ୍ଷରେ ଚାରିଜଣ ବ୍ୟାଟ୍ସମ୍ୟାନ ଉଭୟ ଇନିଂସରେ ପ୍ରଥମ ବଲରେ ଶୂନ ରନ କରି ଆଉଟ ହୋଇଛନ୍ତି। ସମଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ ମଧ୍ୟ ଭାରତ ବିପକ୍ଷ ଉଭୟ ଇନିଂସରେ ଶୁନ ରନ କରି ଆଉଟ ହୋଇଥିଲେ। ୧୯୮୧ରେ ଗ୍ୟାରି ଟୁପ, ୨୦୦୧ରେ ଆଦାମ ଗିଲକ୍ରିଷ୍ଟ, ୨୦୦୭ରେ ଜାଭେଦ ଉମର ମଧ୍ୟ ଉଭୟ ଇନିଂସରେ ଶୂନରେ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri